Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ନିଜ ସ୍ତ୍ରୀକୁ ହତ୍ୟାକରି ଫେରାରଥିବା ସ୍ଵାମୀଙ୍କୁ ମାସେ ପରେ ଗିରଫ କଲା ପୋଲିସ

3/03/2019 at 6:29 PM

ନୂଆଦିଲ୍ଲୀ ୩/୩- ମଦନେଲା ଜୀବନ । ନିଶାରେ ଚୁର୍ ହୋଇ ନିଜ ସ୍ତ୍ରୀକୁ ସାଙ୍ଗମାନଙ୍କ ସାହାର୍ଯ୍ୟରେ କଲା ହତ୍ୟା । ହତ୍ୟାପରେ ଶବକୁ ଫିଙ୍ଗିଦେଇ ମାସେହେବ ଫେରାର ଥିବା ସ୍ଵାମୀ ଧରାହେଲା ପୋଲିସ ହାତରେ ।

ଆସିଫ ନାମକ ଜଣେ ଯୁବକ ଏହି ଅଭାବନୀୟ ଘଟଣା ପରେ ଫେରାରଥିଲା । ମଦପିଇ ଘରକୁ ଫେରିବା ପରେ ସ୍ତ୍ରୀ ରଜିଆ ସହ ହୋଇଥିଲା ପାଟିତୁଣ୍ଡ । ଏହି ଘଟଣାରେ ଆସିଫ ତା ସାଙ୍ଗମାନଙ୍କ ସାହାର୍ଯ୍ୟରେ କରିଥିଲା ହତ୍ୟା । ଆସିଫ ସହିତ ଏହି ଘଟଣାରେ ପବନ କୁମାର , ଜାହିଦ ସଂପୃକ୍ତଥିବା କଥା ଜଣାପଡ଼ିଛି ।

ଆସିଫ ଜଣେ ଅସାମାଜିକ ଯୁବକ ଥିଲା । ଆସିଫ ନାଁରେ ବିଭିନ୍ନ ଥାନାରେ ଲୁଟ, ଅପହରଣ ,ରାହାଜାନୀ ମାମଲା ଥିଲା ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ଆସିଫ ନିଜ ସ୍ତ୍ରୀକୁ ହତ୍ୟା କରିବାପରେ ପୋଲିସ ଆଗରେ ଧୂଳିଦେଇ ବୁଲୁଥିଲା । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କଲାପରେ ଆସିଫକୁ ଗିରଫ କରିଛି ।

   Related Posts