Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମମିତା ମେହେର ହତ୍ୟା ଘଟଣା : ନିଖୋଜ ନେଇ କ୍ଲର୍କ୍ ଜରିଆରେ ଏତଲା ଲେଖାଇଥିଲା ଗୋବିନ୍ଦ

26/10/2021 at 1:15 PM

କଣ୍ଟାବାଞ୍ଜି ୨୬।୧୦: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମିଳିଲା ଆଉ ଏକ ରୋଚକ ତଥ୍ୟ । ଅଧ୍ୟକ୍ଷା ମମିତା ମେହେର ନିଖୋଜ ହେବା ନେଇ ନିଜେ ଗୋବିନ୍ଦ ସାହୁ ତାଙ୍କ କ୍ଲର୍କକୁ ଲେଖିବାକୁ କହିଥିଲା । ସେଥିରେ ମମିତାଙ୍କ ବାପାଙ୍କୁ ଦସ୍ତଖତ କରିବାକୁ କହିଥିଲା । ମମିତାଙ୍କ ବାପା କେଗାଁ ଥାନାରେ ପହଞ୍ଚିବା ପୂର୍ବରୁ ଗୋବିନ୍ଦ ଥାନାରେ ପହଞ୍ଚି ସାରିଥିଲା। କେଗାଁ ଥାନା ଅଧିକାରୀ ଏତଲା ନରଖି ତୁରେକେଲା ଥାନାକୁ ଯିବାକୁ କହିଥିଲା ବୋଲି ମହିତାଙ୍କ ବାପା ଅଭିଯୋଗ କରିଛନ୍ତି ।

   Related Posts