Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବ୍ୟାଡମିଣ୍ଟନ ଖେଳରେ ନିଜର ପାରଦର୍ଶିତା ଦେଖାଇଲେ ମମତା : ଭିଡିଓ ହେଲା ଭାଇରାଲ

5/01/2019 at 12:44 PM

କୋଲକାତା ୫/୧ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜରା ଏକ ଭିଡିଓ ସାଇଲ ମିଡ଼ିଆରେ ପୋଷ୍ଟ କରି ସମସ୍ତଙ୍କୁ ଆଚମ୍ବିତ କରିଦେଇଛନ୍ତି | ଭିଡିଓରେ ମମତା ବାନାର୍ଜୀ ବ୍ୟାଡମିଣ୍ଟନ ଖେଳୁଥିବା ଦେଖିବାକୁ ମିଳିଛି | ବ୍ୟାଡମିଣ୍ଟନ ଖେଳିବାବେଳେ ମମତା ଏକ ଧଳା ଶାଢ଼ୀରେ ସବୁଜ ରଙ୍ଗର ଶାଲ ଘୋଡେଇ ହୋଇଥିବା ଦେଖିବାକୁ ମିଳିଛି |

ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପେଣ୍ଟିଙ୍ଗ ଏବଂ କବିତା ଲେଖିବାରେ ପାରଙ୍ଗମ | କବିତା ଲେଖିବା ଏବଂ ପେଣ୍ଟିଙ୍ଗ କରିବା ତାଙ୍କର ସଉକ | ଏହାପରେ ସେ ସ୍ପୋର୍ଟ୍ସରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇଛନ୍ତି | ବ୍ୟାଡମିଣ୍ଟନ ଖେଳୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିବା ବେଳେ କ୍ୟାପସନ ଦେଇଛନ୍ତି ଯେ, “We love sports. A token game in a village,” ମମତାଙ୍କ ଏହି ପୋଷ୍ଟ ଅନେକ ଲୋକଙ୍କୁ ଆକର୍ଷଣ କରିବା ସହ ଲୋକଙ୍କୁ ଉପରେ ଭଲ ପ୍ରଭାବ ପକାଇଛି |

ନିକଟରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ରଙ୍ଗମତି ସ୍ପୋର୍ଟ୍ସ ଫେଷ୍ଟିଭାଲର ଜଙ୍ଗଲମହଲ କପରେ ଯୋଗଦେଇଥିଲେ | ଏହା ପୂର୍ବରୁ ଜର୍ମାନୀରେ ଏକ ପ୍ଳେୟିଙ୍ଗ ସ୍କିଲରେ ଯୋଗଦେଇଥିଲେ |

   Related Posts