Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ହାରିଲେ ମମତା ବାନାର୍ଜୀ : ନନ୍ଦୀଗ୍ରାମରେ ୧୯୫୭ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ

2/05/2021 at 6:26 PM

କୋଲକାତା ୦୨/୦୫ : ପଲଟିଗଲା ଚିତାପଟ । ବିଜୟ ପରେ ଆସିଲା ପରାଜୟ ଖବର । ପ୍ରଥମେ ମମତା ବାନାର୍ଜୀ ୧୨୦୦ ଭୋଟରେ ବିଜୟ ଲାଭ କରିଥିବା ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ନନ୍ଦୀଗ୍ରାମରେ ମମତା ବାନାର୍ଜୀ ନୁହେଁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ ହୋଇଛି । ୧୯୫୭ ଭୋଟରେ ମମତା ବାନାର୍ଜୀ ପରାଜିତ ହୋଇଥିବା ଜାତୀୟ ଜଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଗଣତି ଶେଷ ହେବାପରେ ମମତା ବାନାର୍ଜୀ, ଶୁଭେନ୍ଦୁ ଅଧିକାରୀଙ୍କୁ ୧୨୦୦ ଭୋଟରେ ହରାଇଥିବା ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ କିଛି ଗଣମାଧ୍ୟରେ ଖବର ଆସିଛି ଯେ, ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ ହୋଇଛି । ୧୯୫୭ ଭୋଟରେ ଟଏମସି ସିପ୍ରିମୋ ମମତା ବାନାର୍ଜୀଙ୍କୁ ହରାଇଛନ୍ତି ବିଜେପି ହେଭିଓ୍ବେଟ୍‌ ଶୁଭେନ୍ଦୁ ଅଧିକାରୀ ।

ସେପଟେ ପରାଜୟ ସ୍ବୀକାର କରିଛନ୍ତି ମମତା ବାନାର୍ଜୀ । ପ୍ରତିକ୍ରିୟା ଦେଇ ଦିଦି କହିଛନ୍ତି, ‘ଫଳାଫଳ ବିରୁଦ୍ଧରେ ସୁପ୍ରିମକୋର୍ଟର ଆଶ୍ରୟ ନିଆଯିବ । ଦଳର ବିଜୟ ପାଇଁ କିଛିଟା ବଳିଦାନ ଦେବାକୁ ପଡିଥାଏ । ଏହା ହୁଏତ ମୋର ବଳିଦାନ । ପଶ୍ଚିମବଙ୍ଗରେ ଟିଏମସିର ବିଜୟ ହୋଇଛି । ଆମ ଦଳ ପ୍ରାୟ ୨୨୧ ଆସନରେ ବିଜୟ ଆଡକୁ ଅଗ୍ରସର ହେଉଛି ।’

   Related Posts