Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୮୦୫ ପଜିଟିଭ୍
  • ||
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ମାଲକାନଗିରିରେ ୭ ମହଲା ବିଶିଷ୍ଟ ନୂଆ ମେଡିକାଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

26/07/2018 at 6:32 AM

ଗୁରୁପ୍ରିୟା ସେତୁ ଉଦଘାଟନ କରିବା ସହ ମାଲକାନଗିରି ଜିଲ୍ଲା ସଦର ଠାରେ ୭ ମହଲା ବିଶିଷ୍ଟ ନୂତନ ମେଡିକାଲ ଏବଂ ୪୮ଟି ନୂଆ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ପରେ ସ୍ଥାନୀୟ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନବୀନ ସାଧାରଣ ଲୋକଙ୍କ ସହ ପ୍ରଥମ ଥର ଲାଗି ସିଧା ସଳଖ କଥା ହେବେ ।

   Related Posts