ନନ୍ଦନକାନନରେ ଅଣ୍ଡିରା ହାତୀ ଚନ୍ଦନ ମୃତ

Published By : Prameya-News7 Bureau | September 15, 2019 IST

ବାରଙ୍ଗ ୧୫/୯: ଗତ କାଲି ବିଳମ୍ବିତ ରାତିରେ ନନ୍ଦନକାନନର ଏକ ମାତ୍ର ଅଣ୍ଡିରା ହାତୀ ଚନ୍ଦନ ମୃତ୍ୟୁ ଘଟିଛି  । ଗତ ଦୁଇଦିନ ଧରି ପେଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା। ଏବେ ଏମାନଙ୍କ ସଂଖ୍ୟା ୬କୁ ହ୍ରାସ ପାଇଛି । 

ହାତି ଚନ୍ଦନ ୨୮ଦିନ ହୋଇ ଥିବାବେଳେ ହାତି ପଲରୁ ଏକା ହୋଇ ଚନ୍ଦକା ଡମ୍ପଡାରେ ବୁଲୁଥିବାବେଳେ ୨୬-ଅଗଷ୍ଟ ୨୦୧୦ରେ ବନବିଭାଗ ତାକୁ ଉଦ୍ଧାର କରି ନନ୍ଦନକାନନରେ ଛାଡି ଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.