Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଜାତିସଂଘର ହସ୍ତକ୍ଷେପ ଲୋଡିଲେ ନୋବେଲ ବିଜେତା ମଲାଲା : କାଶ୍ମୀରରେ ଶିଶୁମାନେ ଶିକ୍ଷାରୁ ବଞ୍ଚିତ ଅଭିଯୋଗ

16/09/2019 at 11:41 AM

ନୂଆଦିଲ୍ଲୀ ୧୬/୯: ନୋବେଲ ବିଜୟୀନି ତଥା ପାକିସ୍ତାନ ଶିଶୁ ଅଧିକାର ପ୍ରବକ୍ତା ମାଲାଲା ୟୁସୁଫଜାଇଙ୍କ  କାଶ୍ମୀର ରେ ୩୭୦ ଧାରା ଉଚ୍ଛେଦ ପରେ ପିଲାମାନେ କିପରି ସେଠାରେ ଶିକ୍ଷାଦାନରୁ ବଞ୍ଚିତ ରହୁଛନ୍ତି ଏନେଇ  ଜାତିସଂଘର ତୁରନ୍ତ ହସ୍ତକ୍ଷେପ କରିବାକୁ ଟ୍ବିଟ୍  କରିଛନ୍ତି ।

ମାଲାଲା ଲେଖିଛନ୍ତି ଜାମ୍ମୁକାଶ୍ମୀରେ ୩୭୦ଧାରା ଉଚ୍ଛେଦ ସହ ସେଠାରେ ପାୟ ୪୦୦୦ରୁ ଅଧିକ କାଶ୍ମୀର ବାସୀ ଓ ଛୋଟ ପିଲାମାନଙ୍କୁ  ଦିର୍ଘ ୪୦ ଦିନ ହେଲା ବନ୍ଦି ଭାବେ ରାଖାଯାଇଛି । ତେଣୁ ଏ ପ୍ରସଙ୍ଗରେ ତୁରନ୍ତ ଜାତିସଂଘ ହସ୍ତକ୍ଷେପ ପାଇଁ ସେ ଦାବି କରିଛନ୍ତି ।  ମାଲାଲଙ୍କ ମନ୍ତବ୍ୟ ଉପରେ ଭାରତରେ ବିଭିନ୍ନ ରାଜନେତିକ ନେତା ମାନେ  କଡ଼ା ଜବାବ  ରଖିଛନ୍ତି ।

ମାଲାଲା ଭାରତ ବାବଦରେ ଚିନ୍ତା କରିବା ପୂର୍ବରୁ ନିଜ ଦେଶ ପାକିସ୍ତାନରେ  ଅଳ୍ପ ସଂଖ୍ୟକଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବାବଦରେ ଚିନ୍ତା କରନ୍ତୁ । ପୂର୍ବରୁ ପାକିସ୍ତାନ ମଧ୍ୟ ସମାନ ଅଭିଯୋଗ ଆଣିଥିଲା । ଯାହାର କୌଣସି ପ୍ରମାଣ ନଥିଲା ବୋଲି ଭାରତ କହିଥିଲା। ମନଗଢ଼ା ଏବଂ ମିଛ ଖବର ପ୍ରଚାର କରି ଭାରତକୁ ବଦନାମ କରିବା ପାଇଁ ପାକିସ୍ତାନ ଏଭଳି ଅପପ୍ରଚାର କରୁଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଛି ।

   Related Posts