ଲକଡାଉନରେ ମଲାଇକାଙ୍କ ଡିଫରେଣ୍ଟ ମୁଡ୍ : ଫଟୋ ଭାଇରାଲ୍

Published By : Prameya-News7 Bureau | June 02, 2020 IST

ମୁମ୍ବାଇ ୨/୬: ମଲାଇକା ଅରୋରା ନିଜ ଲକଡାଉନ୍ ପିରିୟଡର ଅନେକ ଫଟୋ ଇନଷ୍ଟାରେ ସେୟାର କରିଛନ୍ତି। କେତେବେଳେ ସେ କୁକିଂ କରୁଛନ୍ତି ତ କେତେବେଳେ ଘରେ ବ୍ୟୁଟି ଟ୍ରିଟମେଣ୍ଟ୍ ନେଉଥିବା ନଜର ଆସିଛନ୍ତି। ଏବେ ମଲାଇକା ଅରୋରା ଏକ କୋଲାଜ ଫଟୋ ସେୟାର କରି ନିଜ ଲକଡାଉନ୍ ମୁଡ୍ ବିଷୟରେ କହିଛନ୍ତି।

wp:core-embed/instagram {"url":"https://www.instagram.com/p/CA6xGASBo9C/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CA6xGASBo9C/?utm_source=ig_embed
/wp:core-embed/instagram

ମଲାଇକା ୪ଟି ଫଟୋର କୋଲାଜ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ଭିନ୍ନ ଭିନ୍ନ ମୁଡ୍ ଦେଖାଯାଇଛି। କେଉଁଥିରେ ସେ ଚୁଲବୁଲି,ମସ୍ତି କରୁଥିବା ଦେଖାଯାଉଛନ୍ତି ତ କେଉଁଥିରେ ସେ ରିଲାକ୍ସ ଏବଂ ଚିଲ୍ କରୁଥିବା ନଜର ଆସିଛନ୍ତି। ମଲାଇକା ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ- ଲକଡାଉନରେ ତାଙ୍କର ଭିନ୍ନ ଭିନ୍ନ ଷ୍ଟେଜ୍। ଏହି ୪ଟି ଫଟୋରେ ତାଙ୍କର ଗୋଟିଏ ଜିନିଷ କମୋନ୍ ରହିଛି। ତାହା ହେଲା ମଲାଇକା ଅରୋରାଙ୍କ ଗ୍ଲୋଇଂ ସ୍କିନ୍। ସେ ସବୁ ଫଟୋରେ ଗର୍ଜିୟସ୍ ଲାଗୁଛନ୍ତି।

{"id":280140,"sizeSlug":"large"}

ମଲାଇକାଙ୍କ ଏହି ଫଟୋକୁ ଫ୍ୟାନ୍‌ମାନେ ଫନି,କ୍ୟୁଟ୍ ଏବଂ ବିୟୁଟିଫୁଲ୍ ଭଳି ଟ୍ୟାଗ୍ ଦେଉଛନ୍ତି। ଲକଡାଉନରେ ମଲାଇକା ଅରୋରା ଘରେ ନିଜ ପୁଅ ଏବଂ କୁକୁର ସହ ସମୟ ବିତାଉଛନ୍ତି। ମଲାଇକା ସୋସିଆଲ୍ ମିଡିଆରେ ଆକ୍ଟିଭ ରହିଥାନ୍ତି ଏବଂ ନିଜର ଷ୍ଟନିଂ ଫଟୋ ସେୟାର କରନ୍ତି।

{"id":280141,"sizeSlug":"large"}

ଲକଡାଉନରେ ମଲାଇକା ଅରୋରା ନିଜ ଫିଟନେସ୍ ସହ ସ୍କିନର ମଧ୍ୟ ଅତ୍ୟଧିକ ଧ୍ୟାନ ରଖୁଛନ୍ତି। ସେ ନିଜ ଓ୍ବାର୍କଆଉଟ୍ ଭିଡିଓ ଫ୍ୟାନଙ୍କ ସହ ପ୍ରାୟ ସମୟରେ ସେୟାର କରନ୍ତି।

{"id":280138,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.