Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଅଜବ ଚାଲିକୁ ନେଇ ଟ୍ରୋଲ୍ ହେଲେ ମଲାଇକା, ୟୁଜର୍ କଲେ ଅଶ୍ଳୀଳ କମେଣ୍ଟ

21/09/2021 at 10:15 AM

ମୁମ୍ବାଇ ୨୧/୦୯: ମଲାଇକା ଆରୋଡା ନିଜ ଫିଟନେସ୍ କ୍ଲାସକୁ କେବେ ମିସ୍ କରନ୍ତି ନାହିଁ। ଯେତେବେଳେ ବି ସେ ଘରୁ ବାହାରକୁ ଯାଆନ୍ତି, ପାପାରାଜି ମଧ୍ୟ କ୍ୟାମେରାରେ ତାଙ୍କୁ କ୍ୟାପ୍ଚର୍ କରିବାକୁ ପଛାନ୍ତି ନାହିଁ। ନିକଟରେ ମଲାଇକା ଜିମ୍ ଯାଉଥିବାବେଳେ ଫଟୋଗ୍ରାଫରମାନେ କ୍ୟାମେରାରେ କଏଦ କରିଛନ୍ତି। ଏହି ସମୟରେ ସେ ବ୍ଲାକ୍ ଜିମ୍ ଡ୍ରେସ୍ ଏବଂ ଫ୍ଲିପ୍ ଫ୍ଲପ୍ ପିନ୍ଧିଛନ୍ତି। ସୋସିଆଲ ମିଡିଆରେ ମଲାଇକାଙ୍କ ଭିଡିଓ ଭାଇରାଲ ହୋଇଛି, ଲୋକମାନେ ତାଙ୍କ ଚାଲି ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି।

ମଲାଇକାଙ୍କୁ ବଲିଉଡର ସବୁଠାରୁ ଫିଟ୍ ସେଲିବ୍ରିଟିମାନଙ୍କ ମଧ୍ୟରେ ଗଣାଯାଏ। ସେ ନିଜେ ଫିଟ୍ ରହି ଲୋକଙ୍କୁ ମଧ୍ୟ ଫିଟ୍ ରହିବାକୁ ପ୍ରେରଣା ଦିଅନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯୋଗ ସମ୍ବନ୍ଧୀୟ ଭିଡିଓ ଏବଂ ଫିଟନେସ୍ ଟିପ୍ସ ମଧ୍ୟ ସେୟାର କରନ୍ତି। ନିକଟରେ ମଲାଇକା ଯୋଗ କ୍ଲାସକୁ ଯାଉଥିବାବେଳେ ନଜର ଆସିଛନ୍ତି। ତାଙ୍କ ଭିଡିଓ ଭାଇରାଲ୍ ହେବା ୟୁଜର୍ ତାଙ୍କୁ ଟ୍ରୋଲ କରୁଛନ୍ତି। ତାଙ୍କ ଚାଲିକୁ ନେଇ ଲୋକମାନେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି।

   Related Posts