ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ
  • ||
  • ଉଦଳା : ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ
  • ||
  • ବାରଙ୍ଗ : ନନ୍ଦନକାନନରେ ଆଫ୍ରିକୀୟ ସିଂହ ମୃତ, ବିଷାକ୍ତ ସାପ ଦଂଶନ ସନ୍ଦେହ
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ କୋଭିଡ୍ ପଜିଟିଭ୍
  • ||

ଚୀନରେ ମେକ୍-ଇନ୍-ଓଡ଼ିଶା ରୋଡ୍ ସୋ

13/08/2018 at 10:19 AM

ଭୁବନେଶ୍ୱର୧୩/୮:ଚୀନରେ ହେବ ମେକ୍-ଇନ୍-ଓଡ଼ିଶା ରୋଡ୍ ସୋ । ଏଥିପାଇଁ ଚଳିତ ମାସ ଶେଷ ସୁଦ୍ଧା ଚୀନ୍ ଗସ୍ତରେ ଯିବ ଓଡ଼ିଶା ଟିମ୍ । ଶିଳ୍ପମନ୍ତ୍ରୀଙ୍କ ନେତୃତ୍ବରେ ୬ ରୁ ୭ ଜଣିଆ ଟିମ୍ ଚୀନ୍ ଯିବ । ରାଜ୍ୟ ସରକାରଙ୍କ ସହ ଚୀନ୍ ଫୁଜିଆନ୍ ପ୍ରୋଭିନ୍ସର ପ୍ରତିନିଧି ଦଳର ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ । ଚୀନ୍ ଫୁଜିଆନ୍ ପ୍ରୋଭିନ୍ସର ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ । ଗତ ୮ ତାରିଖରେ ପୁଞ୍ଜିପତିଙ୍କୁ ଆକର୍ଷିତ କରିବାକୁ ମୁମ୍ବାଇରେ ରୋଡ୍ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

   Related Posts