Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମେକ୍ ଇନ୍ ଓଡ଼ିଶାରେ ପୁଞ୍ଜି ବର୍ଷା : ନୂଆ – ପୁରୁଣା : 9pm Discussion (13.11.2018)

14/11/2018 at 12:14 AM

ଆଜିର ବିତର୍କ – ପୁଞ୍ଜି ବର୍ଷା: ନୂଆ ପୁରୁଣା ।
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮ ବଡ଼ ସଫଳତା । ଏଥର ୪ ଲକ୍ଷ ୧୯ ହଜାର ୫୭୪ କୋଟିର ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି । ଏହା ଦ୍ବାରା ପାଖାପାଖି ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଜି ସଂଧ୍ୟାରେ ଉଦଯାପନୀ ଉତ୍ସବରେ ଯୋଗଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ବାରା ଓଡ଼ିଶା ଆହୁରି ଆଗକୁ ଯିବ । ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ସୁଯୋଗ ସୃଷ୍ଟି ହୋଇଥିବା କହିଛନ୍ତି ମୁଖମନ୍ତ୍ରୀ ।

   Related Posts