ମେକ୍ ଇନ୍ ଓଡ଼ିଶାରେ ପୁଞ୍ଜି ବର୍ଷା : ନୂଆ - ପୁରୁଣା : 9pm Discussion (13.11.2018)

Published By : Prameya-News7 Bureau | November 14, 2018 IST

ଆଜିର ବିତର୍କ - ପୁଞ୍ଜି ବର୍ଷା: ନୂଆ ପୁରୁଣା । ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮ ବଡ଼ ସଫଳତା । ଏଥର ୪ ଲକ୍ଷ ୧୯ ହଜାର ୫୭୪ କୋଟିର ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି । ଏହା ଦ୍ବାରା ପାଖାପାଖି ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଜି ସଂଧ୍ୟାରେ ଉଦଯାପନୀ ଉତ୍ସବରେ ଯୋଗଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ବାରା ଓଡ଼ିଶା ଆହୁରି ଆଗକୁ ଯିବ । ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ସୁଯୋଗ ସୃଷ୍ଟି ହୋଇଥିବା କହିଛନ୍ତି ମୁଖମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.