ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ଶିଳ୍ପ ମହାକୁମ୍ଭର ଆଜି ତୃତୀୟ ଦିନ : କନକ୍ଲେଭର ମୁଖ୍ୟ ଆକର୍ଷଣ ଷ୍ଟାର୍ଟଅପ୍ ଟକ୍

13/11/2018 at 9:41 AM

ଭୁବନେଶ୍ବର ୧୩|୧୧:  ଆଜି  ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ଦିନ । ଆଜିର ମୁଖ୍ୟ ଆକର୍ଷଣ ହେଉଛି  ଷ୍ଟାର୍ଟଅପ୍ ଟକ୍ । ଯେଉଁଥିରେ ଓଡ଼ିଶାର ଟପ୍ ଷ୍ଟାର୍ଟ ଅପ୍ ପ୍ଲେନାରୀ ସେସନରେ ନିଜର ବକ୍ତବ୍ୟ ରଖିବେ । ଏହାସହ ସ୍ବାସ୍ଥ୍ୟସେବା, ବୟନ ଓ ଷୋଷାକ ଶିଳ୍ପ, ଏମଏସଏମଇ, ମହାକାଶ ଓ ପ୍ରତିରକ୍ଷା ମ୍ୟାନୁଫ୍ୟାକ୍ଚରିଂ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, କୃଷି ବ୍ୟବସାୟ, ମେଟାଲ ଓ ଡାଉନ ଷ୍ଟ୍ରିମ କ୍ଷେତ୍ରରେ ସୁଯୋଗ ଓ ପୁଞ୍ଜି ବିନିଯୋଗ ନେଇ ଅଧିବେଶନରେ  ଆଲୋଚନା ହେବ ।  ‘ଆଇ ଆମ୍ ଓଡ଼ିଶା’  କମ୍ପିଟିସନ୍ କ୍ଷେତ୍ରରେ ଯୁବ ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯିବ ।

   Related Posts