ଶିଳ୍ପ ମହାକୁମ୍ଭର ଆଜି ତୃତୀୟ ଦିନ : କନକ୍ଲେଭର ମୁଖ୍ୟ ଆକର୍ଷଣ ଷ୍ଟାର୍ଟଅପ୍ ଟକ୍
13/11/2018 at 9:41 AM

ଭୁବନେଶ୍ବର ୧୩|୧୧: ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ଦିନ । ଆଜିର ମୁଖ୍ୟ ଆକର୍ଷଣ ହେଉଛି ଷ୍ଟାର୍ଟଅପ୍ ଟକ୍ । ଯେଉଁଥିରେ ଓଡ଼ିଶାର ଟପ୍ ଷ୍ଟାର୍ଟ ଅପ୍ ପ୍ଲେନାରୀ ସେସନରେ ନିଜର ବକ୍ତବ୍ୟ ରଖିବେ । ଏହାସହ ସ୍ବାସ୍ଥ୍ୟସେବା, ବୟନ ଓ ଷୋଷାକ ଶିଳ୍ପ, ଏମଏସଏମଇ, ମହାକାଶ ଓ ପ୍ରତିରକ୍ଷା ମ୍ୟାନୁଫ୍ୟାକ୍ଚରିଂ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, କୃଷି ବ୍ୟବସାୟ, ମେଟାଲ ଓ ଡାଉନ ଷ୍ଟ୍ରିମ କ୍ଷେତ୍ରରେ ସୁଯୋଗ ଓ ପୁଞ୍ଜି ବିନିଯୋଗ ନେଇ ଅଧିବେଶନରେ ଆଲୋଚନା ହେବ । ‘ଆଇ ଆମ୍ ଓଡ଼ିଶା’ କମ୍ପିଟିସନ୍ କ୍ଷେତ୍ରରେ ଯୁବ ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯିବ ।
Related Posts
ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
18 May 2022