ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଘୋଷଣା ବନାମ ବାସ୍ତବତାକୁ ନେଇ ବିତର୍କ : 9pm Discussion (12.11.2018)

Published By : Prameya-News7 Bureau | November 13, 2018 IST

ଆଜିର ବିତର୍କ - ଘୋଷଣା ବନାମ ବାସ୍ତବତା । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାର ଏବଂ ଦେଶର ବିଶିଷ୍ଟ ଶିଳ୍ପପତି ସାମ୍ନାସାମ୍ନି ଆଲୋଚନା କରିଛନ୍ତି । ଦେଶରେ ଅନୁଷ୍ଠିତ ଶିଳ୍ପ ସମ୍ମିଳନୀ ମଧ୍ୟରେ ଓଡ଼ିଶାରେ ହେଉଥିବା ଏହି କନକ୍ଲେଭ୍ ସବୁଠାରୁ ବଡ଼ ବୋଲି କୁହାଯାଉଛି । ଆଉ ଏଥିରୁ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ସମ୍ଭାବନା ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇଛି । ଗୋଟିଏ ମଞ୍ଚରେ ବଡ଼ ବଡ଼ ଶିଳ୍ପପତି । ଆକାଶ ଛୁଆଁ ଘୋଷଣା । ଅପାର ସମ୍ଭାବନା । ହେଲେ କଲକ୍ଲେଭର ଘୋଷଣା, ଗ୍ରାଉଣ୍ଡରେ କେତେ ବାସ୍ତବ ରୂପ ନେବ ତାକୁ ନେଇ ଚାଲିଛି ଜୋରସୋର୍ ବିତର୍କ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.