Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କଟୁରୀରେ ମହିଳାଙ୍କୁ ଆକ୍ରମଣ କଲା ଦୁର୍ବୃତ୍ତ ,ଲାଇଭ ଭିଡିଓ ଭାଇରାଲ

17/02/2020 at 3:43 PM

ସୋର ୧୭।୦୨ –  ଜମି ଜମା ବିବାଦ ଓ ପୂର୍ବ ଶତ୍ରୁତାରୁ ଜଣେ ଦୁର୍ବୃତ୍ତ ମହିଳାଙ୍କୁ କଟୁରୀରେ ଆକ୍ରମଣ କରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି ।  ମହିଳାଙ୍କୁ ରକ୍ଷା କରିବାକୁ ଯାଇ ୨ ଝିଅ ଓ ଜ୍ୱାଇଁ  ଆହତ ହୋଇଛନ୍ତି ।

ମହିଳାଙ୍କୁ ଗୁରୁତର ଅବସ୍ଥାରେ  ଖଇରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଗେଙ୍ଗୁଟିଆ ଶାସନ ଗ୍ରାମରେ ବାଦଲ ଉପାଧ୍ୟାୟ ଓ ସଦାଶିବ ପାଢ଼ୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡ଼ି ବିବାଦ ଲାଗିରହିଥିଲା ।ତାହାକୁ କେନ୍ଦ୍ର କରି ସୋମବାରରେ ବାଦଲ ଓ ସଦାଶିବ ପାଢ଼ୀଙ୍କ ସ୍ତ୍ରୀ ମଧ୍ୟ ରେ ପ୍ରଥମେ ଯୁକ୍ତି ତର୍କ ହୋଇଥିଲା ।ଏଥିରେ ବାଦଲ ଉତକ୍ଷିପ୍ତ ହୋଇ ହାତରେ ଧରିଥିବା ଧାରୁଆ କଟୁରି ଓ କାଠ କଟା କରତରେ ସେବତୀକୁ ହାଣିଥିଲେ ।ଏହା ଦେଖି ୨ ଝିଅ ଓ ଜ୍ବାଇଁ ମା ବଞ୍ଚେଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ।ଗ୍ରାମବାସୀ ସହଯୋଗରେ ଖଇରା ମହିଳାଙ୍କୁ  ମେଡ଼ିକାଲ ଭର୍ତ୍ତି  କରାଯାଇଛି ।ଖଇରା ଥାନାରେ ଅଭିଯୋଗ ପରେ ଖଇରା ପୋଲିସର  ଘଟଣାର ତଦନ୍ତ କରୁଛି ।

   Related Posts