Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଆଦିବାସୀ ମହିଳାଙ୍କୁ ଆର.ଆଇଙ୍କ ଅସଦାଚରଣ ଅଭିଯୋଗ: ପୋଲିସ୍‌ର ଦ୍ବାରସ୍ଥ ହେଲେ ପୀଡିତା

10/10/2020 at 8:37 PM

କୁଚିଣ୍ଡା୧୦/୧୦: ସମ୍ବଲପୁର ଜ଼ିଲ୍ଲା ବାମରା ତହସିଲ ଅନ୍ତର୍ଗତ ଜରବଗା ଆର ଆଇଙ୍କ ଦ୍ୱାର ଜଣେ ଆଦିବାସୀ ମହିଳା ଅସଦାଚରଣର ଶିକାର ହୋଇଥିବା ନେଇ ମହୁଲପାଲି ଥାନାରେ ଅଭିଯୋଗ ହୋଇଛିl ଅପରପକ୍ଷରେ ଅଭିଯୋଗ ଫେରାଇ ନେବାକୁ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଚାପ ପକାଯାଉଥିବ ମଧ୍ୟ ଅଭିଯୋଗ ହୋଇଛି ହେଲେ ଅଭିଯୋଗ ସମ୍ପର୍କରେ ମହୁଲପାଲି ଥାନାଧିକାରୀ ଅନୁସନ୍ଧାନ କଲାପରେ ପଦକ୍ଷେପ ନିଆଯିବା କହିଛନ୍ତି l ସୂଚନା ଅନୁସାରେ ମହୁଲପାଲି ଥାନା ବିଛୁଖଲିଆ ଗାଁର ନେଗୀ କୁଜୁର ତାଙ୍କର ଜମି ପଟ୍ଟା କରିବାକୁ ଜରବଗା ଆର ଆଇ ଅଫିସରେ ଆବେଦନ କରିଥିଲେ l ପଟ୍ଟା କରି ଦେବାକୁ ଆର ଆଇ ଭିକାରୀ ଚରଣ କୁସୁମ ତାଙ୍କୁ ଲାଞ୍ଚ ମଧ୍ୟ ମାଗିଥିଲେ l ଏହା ଵ୍ୟତିତ ନେଗୀଙ୍କ ଅନୁପସ୍ଥିତରେ ଆର ଆଇ ତାଙ୍କ ପତ୍ନୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି l ଏତଲା କ୍ରମେ ମହୁଲପାଲି ପୋଲିସ ଅନୁସନ୍ଧାନ ଜାରି ରଖିଛି।

   Related Posts