Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଖସିଗଲା ଗୋଡ଼, ନଦୀ ସୁଅରେ ଭାସିଗଲେ ମହିଳା

16/09/2021 at 10:34 AM

ଉଦଳା ୧୬।୦୯: ଲଗାଣ ବର୍ଷା କାରଣରୁ ନଦୀ ଫୁଲୁଛି । ନଦୀରେ ଭାସିଗଲେ ମହିଳା । ମୟୁରଭଞ୍ଜ ଜିଲ୍ଲା ଉଦଳା ନାଲୁହା ନଦୀରେ ଭାସିଯାଇଛନ୍ତି ମହିଳା । ନିଖୋଜ ମହିଳାଙ୍କୁ ନାମ ସାବିତ୍ରୀ ବିଶ୍ୱାଳ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଫୁଲୁଛି ନଦୀ । ନାଲୁହା ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ନଦୀ ପାଣି ଲୋକଙ୍କ ଘରେ ପଶିଯାଇଛି । ଯାହାଫଳରେ  ଅନେକ ପରିବାର ପାଣି ଘେରରେ ରହିଛନ୍ତି । ଏଭଳି ସ୍ଥଳେ ଗୁରୁବାର ଘଟିଯାଇଛି ଏକ ଅଘଟଣ । ଖୁଣ୍ଟା ଥାନା ହରିପୁର ଗାଁର ସାବିତ୍ରୀ ବିଶ୍ୱାଳ ନିଜ ଘର ବାଡି଼କୁ କାମ କରିବା ନିମନ୍ତେ ଯାଇଥିଲେ । ଘର ବାଡ଼ିରେ ବନ୍ୟା ଜଳ ଯାଉଥିବା ବେଳେ ସେଠାରେ ତାଙ୍କର ଗୋଡ଼ ଖସିଯାଇଥିଲେ । ଯାହା ଫଳରେ ନଦୀର ପ୍ରଖର ସୁଅରେ ସେ ଭାସି ଯାଇଥିଲେ । ପରିବାର ଲୋକେ ଏନେଇ ଖୁଣ୍ଟା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ  ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଖୋଜାଖୋଜି କରୁଥିଲେ । କିନ୍ତୁ ନିଖୋଜ ମହିଳାଙ୍କ କିଛି ପତ୍ତା ମିଳିନାହିଁ । ଅଗ୍ନିଶମ ବିଭାଗ ଏବେ ବି ପ୍ରୟାସ ଜାରି ରଖିଛି ।

   Related Posts