Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ରାତିରେ ଖାଇପିଇ ଶୋଇଥିଲେ, ସକାଳେ ଗଛରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ…

21/05/2021 at 1:07 PM

ଉଦଳା,୨୧/୦୫: ଘର ବାଡିରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପେଡାଗଡି ଗ୍ରାମରେ ।

ସୂଚନା ଅନୁସାରେ, ପେଡାଗଡି ଗ୍ରାମର ସୁମ ବିନ୍ଧାଣୀ ଏବଂ ତାଙ୍କ ସ୍ତ୍ରୀ ସସ୍ମିତା ବିନ୍ଧାଣୀ ଗୁରୁବାର ରାତିରେ ଖାଇସାରି ଶୋଇଥିଲେ । କିନ୍ତୁ ଆଜି ଭୋର ସମୟରେ ସୁମ ଉଠିଥିବା ବେଳେ ତାଙ୍କ ସ୍ତ୍ରୀ ଘର ଭିତରେ ନ ଥିବା ଦେଖିବାକୁ ପାଇଥିଲେ । ସେ ଘର ବାହାରକୁ ଯାଇ ଦେଖିବାରୁ ଘର ବାଡିରେ ଥିବା ଦୁଇଟି ଗଛ ମଝିରେ ଏକ ବାଉଁଶରେ ସସ୍ମିତାଙ୍କ ମୃତଦେହ ଝୁଲୁଥିଲା ।

ଏହାପରେ ସୁମ ଏବଂ ତାଙ୍କ ଭାଇ ସସ୍ମିତାଙ୍କ ମୃତଦେହକୁ ଓହ୍ଲାଇ ଆଣିବା ସହିତ ପୋଲିସ୍‌କୁ ଖବର ଦେଇଥିଲେ । ପୋଲିସ୍‌ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ୍ୟୁପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଆତ୍ମହତ୍ୟା ନା ହତ୍ୟା ତାହା ବି ସନ୍ଦେହ ଘେରରେ ରହିଛି ।

   Related Posts