ଟ୍ରକ ମାଡିଯାଇ ମହିଳା ମୃତ

Published By : Prameya-News7 Bureau | February 14, 2020 IST

ବଡ଼ବିଲ : ଯୋଡ଼ା ମହାବୀର ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।   ଟ୍ରକ ମାଡିଯିବାରୁ  ଜଣେ  ମହିଳାଙ୍କର ମୃତ ହୋଇଛି  ।

 ମୃତ ମହିଳା ଝାଡଖଣ୍ଡ ସଢ଼େଇକଳା ଅଂଚଳର କୁସୁମ ମହାନ୍ତି  ବୋଲି ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.