Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଆସନ୍ତା କାଲିଠୁ ଶୁକ୍ର କରିବେ ମହାଯୋଗ, ଏହି ରାଶିର ଲୋକଙ୍କ ଜୀବନରେ ହେବ ପରିବର୍ତ୍ତନ

7/11/2019 at 3:32 PM

ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସନ୍ତା କାଲିଠୁ ଶୁକ୍ର ମହାଯୋଗ ହେବ। ଏହା ଦ୍ବାରା କିଛି ରାଶିର ଲୋକଙ୍କର ଭାଗ୍ୟରେ ପରିବର୍ତ୍ତନ ହେବ। କିଛି ଲୋକଙ୍କ ଜୀବନ ଉଜ୍ଜ୍ବଳ ହେବା ସହ ସୁଖମୟ ହେବ।ଜୀବନରେ ଭଲ ଦିନ ଆସିବ। ଏହା ସହ ତାଙ୍କର ସବୁ ସମସ୍ୟା ଦୂର ହୋଇଯିବ। ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ କେଉଁ ରାଶିର ଲୋକମାନଙ୍କର ମହାଯୋଗ ଯୋଗୁଁ ଭାଗ୍ୟରେ ପରିବର୍ତ୍ତନ ହେବ ଜାଣନ୍ତୁ।

ଧନୁ ଓ ବିଚ୍ଛା ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସନ୍ତା କାଲିଠୁ ଶୁକ୍ର ମହାଯୋଗ ହେବ। ଏଥିପାଇଁ ଧନୁ ଓ ବିଚ୍ଛା ରାଶିର ଲୋକଙ୍କ ଜୀବନ ଉଜ୍ଜ୍ବଳ ହେବ। ଉଭୟ ରାଶିର ଲୋକଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହେବ। ଏମାନଙ୍କ ଜୀବନରେ ଭଲ ଦିନ ଆସିବ ତଥା ଦୈନିକ ଜୀବନ ସୁଖମୟ ହେବ ତଥା ସବୁ ସମସ୍ୟାର ସମାଧାନ ହେବ।ଏହି ରାଶିର ଲୋକଙ୍କ ସ୍ବପ୍ନ ପୂରଣ ହେବ।ଶ୍ରୀକୃଷ୍ଣଙ୍କୁ ପୂଜା କଲେ ଦିନ ଭଲ ଯିବ।

ମୀନ ଓ ମକର ରାଶି- ଶୁକ୍ର ମହାଯୋଗ ହୋଇଥିବାରୁ ମୀନ ଓ ମକର ରାଶିର ଲୋକଙ୍କୁ ଅନେକ ଫାଇଦା ହେବ।ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜବୁତ ହେବ। ବ୍ୟବସାୟରେ ମଧ୍ୟ ସଫଳତା ହାସଲ ହେବ। ଏମାନଙ୍କ ଖରାପ ସମୟ ସମାପ୍ତ ହୋଇ ଭଲ ସମୟ ଆରମ୍ଭ ହେବ।ଶ୍ରୀକୃଷ୍ଣଙ୍କୁ ପୂଜା କଲେ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧିର ପରିବେଶ ରହିବ।

ତୁଳା ଓ ମିଥୁନ ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ କାଲିଠୁ ଉଭୟ ରାଶିର ଲୋକଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ବଦଳିଯିବ।ଧନ ଲାଭ ହେବା ସହ ସବୁ ସ୍ବପ୍ନ ପୂରଣ ହେବ।ପ୍ରେମ ଜୀବନ ସୁଖମୟ ହେବା ସହ ସଫଳ ହେବ। ସଠିକ୍‌ ଜୀବନସାଥୀ ପାଇବାରେ ସଫଳ ହେବେ। ଶ୍ରୀକୃଷ୍ଣଙ୍କୁ ପୂଜା କଲେ ଦୈନଦିନ ଜୀବନ ସୁଖମୟ ରହିବ।

   Related Posts