Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ମହାସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରାକାଳୀ

19/11/2020 at 2:25 PM

ଭଦ୍ରକ ୧୯।୧୧: କାଳୀପୂଜା ଉପଲକ୍ଷେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରାକାଳୀ ସପ୍ତମାତୃକା ବେଶର ଦର୍ଶନ ଦେଉଛନ୍ତି । ସାତ ଦିନ ଧରି ଆୟୋଜିତ ହେଉଥିବା ଏହି ସପ୍ତମାତୃକା ବେଶର ଷଷ୍ଠ ଦିନରେ ମା’ ଭଦ୍ରାକାଳୀ ମହାସରସ୍ବତୀ ବେଶ ଧାରଣ କରିଛନ୍ତି । ମା’ ହାତରେ ବୀଣା ଧରି ଧବଳ ପଦ୍ମ ଉପରେ ବିରାଜମାନ ହୋଇ ପୂଜା ପାଉଛନ୍ତି ।

ମା’ଙ୍କୁ ଏହି ବେଶରେ ଦର୍ଶନ କଲେ ସକଳ ଜ୍ଞାନ ପ୍ରାପ୍ତି ହୋଇଥାଏ । ଆସନ୍ତାକାଲି ମା’ ଭଦ୍ରାକାଳୀ ମହାଲକ୍ଷ୍ମୀ ବେଶ ଧାରଣ କରିବେ । କୋଭିଡ୍ କଟକଣା ପାଇଁ ଏଥର ଶ୍ରଦ୍ଧାଳୁଙ୍କୁ ପୀଠରେ ଦର୍ଶନ ଉପରେ କଟକଣା ଜାରି ହୋଇଥିବାରୁ ଭକ୍ତଙ୍କ ସମାଗମ ଦେଖିବା ପାଇଁ ମିଳୁନାହିଁ ।

   Related Posts