ଆଜିଠାରୁ ଗ୍ରହଙ୍କର ମହାସଂଯୋଗ: ଏହି ୬ଟି ରାଶିର ଲୋକଙ୍କ ପାଇଁ ଶୁଭ ସମାଚାର, ରସ ଶେଖର ଶ୍ରୀକୃଷ୍ଣ କରିବେ କୃପା…
20/09/2019 at 12:21 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିଠାରୁ ଏହି ରାଶିଙ୍କ କୁଣ୍ଡଳୀରେ ଘଟୁଛି ମହାସଂଯୋଗ। ଏଥିପାଇଁ ଏହି ୬ଟି ରାଶିର ଲୋକଙ୍କୁ ଶୁଭ ଖବର ମିଳିପାରେ। ତଥା ତାଙ୍କ ଦୈନିକ ଜୀବନରେ ମଧ୍ୟ ଖୁସି ଆସିପାରେ। ଏହା ସହ କିଛି ରାଶିର ଲୋକଙ୍କର ମଙ୍ଗଳ ହେବ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ରାଶିର ଲୋକଙ୍କ ଜୀବନରେ ମହାସଂଯୋଗ ପ୍ରଭାବରେ ମଙ୍ଗଳ ହୋଇପାରେ ଜାଣନ୍ତୁ।
କନ୍ୟା ଓ ମୀନ ରାଶି- ଆଜିଠାରୁ ଏହି ଦୁଇ ରାଶି ଗ୍ରହଙ୍କର ମହାସଂଯୋଗରୁ ଶୁଭ ଫଳ ପ୍ରାପ୍ତ ହେବେ । ଏହି ସଂଯୋଗ କନ୍ୟା ଓ ମୀନ ରାଶିର ଲୋକଙ୍କ ପାଇଁ ବହୁତ ଖାସ ହୋଇପାରେ। ଏହି ରାଶିର ଲୋକଙ୍କୁ ଶୁବ ଖବର ମିଳିପାରେ। ଏମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆସିପାରେ। ସମସ୍ତ କାର୍ଯ୍ୟରେ ସଫଳତା ହାସଲ ହେବା ସହ ଅନେକ କାମର ସମସ୍ୟା ସମାଧାନ ହେବ। ପ୍ରେମ ରୂପରେ ଜୀବନସାଥି ମିଳିବ। ଶ୍ରୀକୃଷ୍ଣଙ୍କୁ ପୂଜା କଲେ ଏହି ରାଶିର ଲୋକ ସୁଖି ରହିବେ।
କର୍କଟ ଓ ବୃଷ ରାଶି- ଦୀର୍ଘ ଦିନ ପରେ କର୍କଟ ଓ ବୃଷ ରାଶି ଲୋକଙ୍କ ଜୀବନରେ ମହାସଂଯୋଗ ହେଉଛି। ଫଳରେ ଏହି ରାଶିର ଲୋକଙ୍କୁ ଶୁଭ ଖବର ମିଳିବ। ଏମାନଙ୍କ ଜୀବନରେ ସୁଖ ଓ ଶାନ୍ତି ଆସିପାରେ। ଧନ ଲାଭ ହେବା ସହ ଜୀବନରେ କିଛି ନୂଆ ହୋଇପାରେ। ଶ୍ରୀକୃଷ୍ଣଙ୍କ ଦର୍ଶନ କଲେ ଅନେକ ସମସ୍ୟାରୁ ମୁକ୍ତ ହେବେ।
ବୃଷ ଓ ମକର ରାଶି- ୨୦ ତାରିଖରେ ବୃଷ ଓ ମକର ରାଶିର ମହାସଂଯୋଗ ହେଉଛି। ଏହି ରାଶିର ଲୋକଙ୍କ ପାଇଁ ଶୁଭ ସୂଚନା ରହିଛି। ଅନେକ ସ୍ତରରେ ଧନ ଲାଭ ହେବ। ବ୍ୟବସାୟରେ ସଫଳ ହାସଲ ହେବ।ବିବାହିତ ଲୋକଙ୍କୁ ସନ୍ତାନ ସୁଖ ମଧ୍ୟ ମିଳିପାରେ। କୌଣସି ଶୁଭ କାମ ଆରମ୍ଭ କଲେ ଅନେକ ଲାଭ ପ୍ରାପ୍ତ ହେବ। ପ୍ରତିଦିନ କୃଷ୍ଣଙ୍କ ଦର୍ଶନ କଲେ ଜୀବନ ସୁଖମୟ ଓ ଆନନ୍ଦମୟ ହେବ।