କଳାହାଣ୍ଡି ମହାରାଜ ଉଦିତ ପ୍ରତାପ ଦେଓଙ୍କ ପରଲୋକ

Published By : Prameya-News7 Bureau | September 02, 2019 IST

କଳାହାଣ୍ଡି ୨/୯: କଳାହାଣ୍ଡି ମହାରାଜ ଉଦିତ ପ୍ରତାପ ଦେଓଙ୍କ ପରଲୋକ ଘଟିଛି । ଭୁବନେଶ୍ବର ସ୍ଥିତ ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଗତ ତିନି ଦିନ ହେଲା ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା ।

{"id":152303}

ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିବାବେଳେ ସତୁରୀ ଦଶକରେ ସେ ଜୁନାଗଡ ବିଧାୟକ ରହିଥିଲେ । କଳାହାଣ୍ଡି ନାଗବଂଶୀୟ ରାଜ ପରିବାର ୩୧ ତମ ମହାରାଜ ଥିଲେ ଉଦିତ ପ୍ରତାପ ଦେଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.