Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମହାପ୍ରଭୁଙ୍କ ସଅଳ ନୀତି କାହିଁକି ?

26/07/2018 at 10:25 AM

ମହାପ୍ରଭୁଙ୍କ ସଅଳ ନୀତି | ଏତେ ସଅଳ ଯେ, ଦିନ ଥାଉ ଥାଉ କରିଦେଲେ ସନ୍ଧ୍ୟା ଆଳତୀ | ଏମିତି କିଛି ନୀତି ପରମ୍ପରାକୁ ନେଇ ଉଠିଛି ପ୍ରଶ୍ନ | ଠାକୁରଙ୍କ ନୀତି, ପରମ୍ପରାକୁ ଜଳାଞ୍ଜଳି ଦିଆଯାଉଥିବା ଅଭିଯୋଗ ହୋଇଛି | କେବଳ ପ୍ରଶଂସା ସାଉଁଟିବାକୁ ଶ୍ରୀମନ୍ଦିର ପ୍ରଶାସନ ଏଭଳି କରିଥିବା ସନ୍ଦେହ କରାଯାଉଛି | ରଥ ଟଣାଠୁ ସୁନା ବେଶ ଓ ନୀଳାଦ୍ରିବିଜେ ଯାଏଁ ସବୁ ନୀତି ସଅଳ ସଅଳ ହୋଇଛି | ତେବେ ନୀଳାଦ୍ରିବିଜେରେ ନୀତି ନିର୍ଘଣ୍ଟ ଓ ନୀତି ସମ୍ପନ୍ନର ସମୟ ଭିତରେ ଥିବା ଫରକରୁ ଶ୍ରୀମନ୍ଦିର ପ୍ରଶାସନକୁ ରେକର୍ଡ ନିଶା ଘାରିଥିବା କୁହାଯାଉଛି | ସନ୍ଧ୍ୟା ଆଳତୀ ୧.୩୦ ମିନିଟରେ ଥିବା ବେଳେ ତାହା ଅଧା ଘଣ୍ଟା ଆଗରୁ ଦିନ ଗୋଟାଏରେ ସରିଛି | ମଧ୍ୟାହ୍ନ ଧୂପ ୧୨.୫୦ ମିନିଟରେ ସରିଥିବା ବେଳେ ମାତ୍ର ୧୦ ମିନିଟ ପରେ ହୋଇଛି ସନ୍ଧ୍ୟା ଆଳତୀ |

   Related Posts