Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ

25/07/2018 at 6:52 AM

ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ | ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ ନୀଳାଦ୍ରିବିଜେ ନୀତି | ଆଜି ରତ୍ନ ବେଦୀକୁ ବାହୁଡ଼ିବେ ଶ୍ରୀଜିଉ | ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନ ଭଂଜନ କରିବା ପରେ ମହାପ୍ରଭୁ ବଡ ଦେଉଳକୁ ପ୍ରବେଶ କରିବେ | ଏହି ଅନନ୍ୟ ପରମ୍ପରା ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି | ସେପଟେ ମଙ୍ଗଳବାର ରଥାରୁଢ଼ ଶ୍ରୀବିଗ୍ରହ ମାନଙ୍କୁ ରଥ ଉପରେ ଅଧରପଣା ଲାଗି କରାଯାଇଛି |

   Related Posts