ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ

Published By : Prameya-News7 Bureau | July 25, 2018 IST

ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ | ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ ନୀଳାଦ୍ରିବିଜେ ନୀତି | ଆଜି ରତ୍ନ ବେଦୀକୁ ବାହୁଡ଼ିବେ ଶ୍ରୀଜିଉ | ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନ ଭଂଜନ କରିବା ପରେ ମହାପ୍ରଭୁ ବଡ ଦେଉଳକୁ ପ୍ରବେଶ କରିବେ | ଏହି ଅନନ୍ୟ ପରମ୍ପରା ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି | ସେପଟେ ମଙ୍ଗଳବାର ରଥାରୁଢ଼ ଶ୍ରୀବିଗ୍ରହ ମାନଙ୍କୁ ରଥ ଉପରେ ଅଧରପଣା ଲାଗି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.