ମାହାଙ୍ଗା ଡବଲ ମର୍ଡର ଘଟଣା: ମନ୍ତ୍ରୀଙ୍କ ବହିଷ୍କାର ଓ ଅପରାଧୀଙ୍କ ଗିରଫ ଦାବିରେ ବିଜେପିର ଥାନା ଘେରାଉ

Published By : Prameya-News7 Bureau | January 05, 2021 IST

ଭଦ୍ରକ ୦୫।୦୧: କଟକ ଜିଲ୍ଲା ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ ଦାବିରେ ଥାନା ଘେରାଉ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଘେରାଉ କରିଛି ବିଜେପି ଯୁବ ମୋର୍ଚ୍ଚା । ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରିଥିବାରୁ ଏହି ହତ୍ୟାକାଣ୍ଡ ହୋଇଥିବା ବିଜେପି କହିଛି ।

{"id":387411,"sizeSlug":"large","linkDestination":"none"}

ଭଦ୍ରକ ୦୫।୦୧: କଟକ ଜିଲ୍ଲା ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ ଦାବିରେ ଥାନା ଘେରାଉ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଘେରାଉ କରିଛି ବିଜେପି ଯୁବ ମୋର୍ଚ୍ଚା । ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରିଥିବାରୁ ଏହି ହତ୍ୟାକାଣ୍ଡ ହୋଇଥିବା ବିଜେପି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.