ମହାନଦୀକୁ ନେଇ ବିବାଦ ; ଛତିଶଗଡ଼ର ମନମାନୀ

Published By : Prameya-News7 Bureau | April 17, 2018 IST

ମହାନଦୀକୁ ନେଇ ଓଡିଶା ଛତିଶଗଡ଼ ମଧ୍ୟରେ ବିବାଦ ଲାଗିରହିଛି ଉପରମୁଣ୍ଡାରେ ପାଣି ରୋକିଦେବାରୁ ତଳ ମୁଣ୍ଡକୁ ପାଣି ଆସୁନି ଯାହା ଫଳରେ ଚିନ୍ତା ପଡିଯାଇଛନ୍ତି ଚାଷୀ ନୂଆପଡା ସୀମାରେ ମନ ଇଛା ଛତିଶଗଡ଼ କାମ ଚଳାଇଛି ଏନେଇ ତତ୍କାଳୀନ ଜଳ ସମ୍ପଦ ସଚିବ ସ୍ଥିତି ଅନୁଧ୍ୟାନ କରିଥିଲେ ଛତିଶଗଡ଼ ସରକାରଙ୍କୁ ନୋଟିସ ଦେବା ସହ ବିଭାଗୀୟ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ ଏହା ମଧ୍ୟରେ ମାସେ ବିତିଗଲେ ମଧ୍ୟ ସଯଉଁ କଥା କୁ ସେଇ କଥା ଛତିଶଗଡ଼ ତାର କାମ ଚଳାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.