ଫୁଲୁଛି ମହାନଦୀ ; ରାସ୍ତା ଉପରେ ପାଣି

Published By : Prameya-News7 Bureau | July 24, 2018 IST

ମହାନଦୀ ଫୁଲୁଥିବାରୁ ନୟାଗଡ଼ ଗଣିଆର ରାସଙ୍ଗ ଠାରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଛମୁଙ୍ଗିଆ ଓ ବଡ ଶିଲିଂଗିଆ ପଂଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି | ଭାପୁର ବ୍ଲକର ୧୫୦୦ରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.