ଆଜି ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି : ଜଷ୍ଟିସ ଏ.ଏମ. ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

Published By : Prameya-News7 Bureau | December 14, 2019 IST

ନୂଆଦିଲ୍ଲୀ ୧୪/୧୨: ଆଜି ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର  ଶୁଣାଣି  ହେବ । ଜଷ୍ଟିସ  ଏ.ଏମ. ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । 

{"id":197526,"sizeSlug":"large"}

  ଉଭୟ ଛତିଶଗଡ଼ ଓ ଓଡିଶା ପ୍ରକଳ୍ପ  ପରିଦର୍ଶନ  କରି ସାରିଥିବାରୁ ଏହା ବିଷୟରେ ଟ୍ରିବ୍ୟୁନାଲକୁ ଅବଗତ କରାଇବେ । ଗତ ଶୁଣାଣିରେ ନଭେମ୍ବର ୩୦ ସୁଧା ପରିଦର୍ଶନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ  ଦେଇଥିଲେ ଟ୍ରିବ୍ୟୁନାଲ । ଯାହା ପରବର୍ତ୍ତୀ ସମୟରେ ଘୁଞ୍ଚାଇ ଦିଆଯାଇଥିଲା ।

{"id":197527,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.