ମହାନଦୀ ରାଜନୀତି ; ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଗଣ୍ଠି କଲା ବିଜେଡି
Published By : Prameya-News7 Bureau | May 30, 2018 IST
ମହାନଦୀ ରାଜନୀତି... ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଗଣ୍ଠି କଲା ବିଜେଡି... ପ୍ରସନ୍ନ କହିଲେ, ରମଣ ସିଂଙ୍କ ବିବୃତି ଦୁଃଖଦାୟକ, ବିନାଶକାରୀ...ଆନ୍ତଃରାଜ୍ୟ ନଦୀ ନିୟମର ଉଲ୍ଲଘଂନ....ଓଡିଶାବାସୀଙ୍କୁ ରମଣ କ୍ଷମା ମାଗିବାକୁ ଦାବି...