ଜଳ ବିବାଦ ସଂକ୍ରାନ୍ତ ସମସ୍ୟାର ସମାଧାନ ପାଇଁ ବୈଠକ
16/04/2018 at 7:13 AM

ଜଳ ବିବାଦ ସଂକ୍ରାନ୍ତ ସମସ୍ୟାର ସମାଧାନ ପାଇଁ ଆଜି କୋଲକାତାରେ ବସିଛି ଆନ୍ତଃ ରାଜ୍ୟ ବୈଠକ
ପୂର୍ବାଂଚଳ ରାଜ୍ୟ ମାନଙ୍କୁ ନେଇ ବସିଛି ବୈଠକ
ବୈଠକ ଡାକିଛନ୍ତି କେନ୍ଦ୍ର ସରକାର
ଓଡିଶା ସରକାରଙ୍କ ତରଫରୁ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେବେ
ମହାନଦୀ ସମେତ ବିଭିନ୍ନ ନଦୀ ସମସ୍ୟା ନେଇ ରାଜ୍ୟ ସରକାର ପକ୍ଷ ରଖିବେ
Related Posts
ଶ୍ରୀମନ୍ଦିର ସହ ଜଡିତ ୨୩ ଜଣ କରୋନା ପଜିଟିଭ୍
13 April 2021
ଟିକା ଅଭାବ ; ୧୧ ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ
13 April 2021