Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ମହାନଦୀ ବ୍ରିଜ୍ ଉପରୁ ଯାତ୍ରୀବାହୀ ବସ୍ ଖସିବା ଘଟଣା ; ଆଜିଠୁ ଆରମ୍ଭ ହେବ ବିଦ୍ଧିବଧ ତଦନ୍ତ

22/11/2018 at 9:21 AM

କଟକ ୨୨|୧୧: ମହାନଦୀ ବ୍ରିଜ ଉପରୁ ଯାତ୍ରୀବାହୀ ବସ ଖସିବା ଘଟଣାରେ ଆଜିଠୁ ଆରମ୍ଭ ହେବ ବିଦ୍ଧିବଧ ତଦନ୍ତ । କିଭଳି ଓ କେଉଁ ପରିସ୍ଥିତିରେ ବସଟି ବ୍ରିଜ୍ ତଳକୁ ଖସି ପଡିଲା ସେନେଇ ଛାନଭିନ କରାଯିବ ।  ଆଜି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ଏନଏଚଏଆଇ, ଏମଭିଆଇ  କର୍ତ୍ତୃପକ୍ଷ ଓ ତଦନ୍ତକାରୀ ଅଧିକାରୀ । ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ପୋଲ ଉପରେ ମଁଈଷି ସହ ଧକ୍କା ହେବା ଯେ।ଗୁଁ ବସଟି ତଳକୁ ଖସି ପଡିଥିଲା । ଗତ ୨୦ ତାରିଖ ସନ୍ଧ୍ୟାରେ ତାଳଚେରରୁ କଟକ ଆସୁଥିବା ଜଗନ୍ନାଥ ବସ ମହାନଦୀ ବ୍ରିଜ ତଳକୁ ଖସି ପଡିଥିଲା । ଏଥିରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

   Related Posts