Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାନଦୀ ସୁରକ୍ଷା ପାଇଁ ଆନ୍ଦୋଳନ

ମହାନଦୀ ସୁରକ୍ଷା ପାଇଁ ଆନ୍ଦୋଳନ | ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣକୁ ବିରୋଧ କରିଛନ୍ତି ୫ ବାମପନ୍ଥୀ ଦଳ | ରାଜ ଭବନ ଆଗରେ ଧାରଣା ଦେଇଛନ୍ତି ୫ ଦଳ | ଘଟଣାର ହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |

   Related Posts