ପୁରୀ ବିଗବଜାର ଗ୍ରାହକମାନଙ୍କ ପାଇଁ ଆଣିଛି ମହାବଚତ୍ ଅଫର

Published By : Prameya-News7 Bureau | August 11, 2018 IST

ପୁରୀ ୧୧/ ୮ :- ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ଅଫରର ଫାଇଦା ଉଠାଇ ପାରିବେ ଗ୍ରାହକ । ନୂଆ କଲେକ୍ସନ୍ ସାଙ୍ଗକୁ କିଡ୍ସ, ଲେଡ଼ିସ୍ ଓ ଜେଣ୍ଟ୍ସ ମାନଙ୍କ ପାଇଁ ବିଭିନ୍ନ ଡ଼ିଜାଇନର ଡ୍ରେସ୍, ଏଠାରେ ଉପଲବ୍ଧ ରହିଛି । ଏହାସହ ଖାଦ୍ୟ ପଦାର୍ଥ, ଘରୋଇ ପଦାର୍ଥ, ଇଲେକ୍ଟ୍ରୋନିକ୍ସ, ଫ୍ୟାସନ୍ ଆପାରେଲ, ଫୁଟଓୟାର, ଲଗେଜ, ରୋଷେଇ ସାମଗ୍ରୀ ଓ ଘର ସାଜସଜ୍ଜା ଭଳି ଅନ୍ୟାନ୍ୟ ଉପକରଣ ସହ ଗ୍ରୋସରୀ ପର୍ଯ୍ୟନ୍ତ ସବୁଥିରେ ଅଫର ରହିଛି ଏହି ମଲରେ। ସେହିପରି ୩୦୦୦ ଟଙ୍କାର ସାମଗ୍ରୀ କ୍ରୟ କଲେ ୬୦୦ ଟଙ୍କା କ୍ୟାସବ୍ୟାକ ସହ ପେଟିଏମ୍ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୬୦୦ ଟଙ୍କା କ୍ୟାସବ୍ୟାକର ସୁବିଧା ରହିଛି। ଏହାସହ ଏସବିଆଇର ଡ଼େବିଟ କାର୍ଡ଼ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ୧୦% କ୍ୟାସବ୍ୟକର ସୁବିଧା କରାଯାଇଛି। ଡ଼୍ରେସ ଉପରେ ୫୦% ରିହାତି ଥିବାବେଳେ ଗ୍ରୋସରୀ ଉପରେ ମଧ୍ୟ ଭଲ ରିହାତି ଥିବା ଷ୍ଟୋର କର୍ତ୍ତା କହିଛନ୍ତି। ଯାହାକୁ ନେଇ ଏହି ମଲରେ ଏବେ ଦେଖିବାକୁ ମିଳିଛି ଗ୍ରାହକଙ୍କ ଖଚାଖଚ୍ ଭିଡ଼|

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.