Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||

ପୁରୀ ବିଗବଜାର ଗ୍ରାହକମାନଙ୍କ ପାଇଁ ଆଣିଛି ମହାବଚତ୍ ଅଫର

11/08/2018 at 4:16 PM

ପୁରୀ ୧୧/ ୮ :- ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ଅଫରର ଫାଇଦା ଉଠାଇ ପାରିବେ ଗ୍ରାହକ । ନୂଆ କଲେକ୍ସନ୍ ସାଙ୍ଗକୁ କିଡ୍ସ, ଲେଡ଼ିସ୍ ଓ ଜେଣ୍ଟ୍ସ ମାନଙ୍କ ପାଇଁ ବିଭିନ୍ନ ଡ଼ିଜାଇନର ଡ୍ରେସ୍, ଏଠାରେ ଉପଲବ୍ଧ ରହିଛି । ଏହାସହ ଖାଦ୍ୟ ପଦାର୍ଥ, ଘରୋଇ ପଦାର୍ଥ, ଇଲେକ୍ଟ୍ରୋନିକ୍ସ, ଫ୍ୟାସନ୍ ଆପାରେଲ, ଫୁଟଓୟାର, ଲଗେଜ, ରୋଷେଇ ସାମଗ୍ରୀ ଓ ଘର ସାଜସଜ୍ଜା ଭଳି ଅନ୍ୟାନ୍ୟ ଉପକରଣ ସହ ଗ୍ରୋସରୀ ପର୍ଯ୍ୟନ୍ତ ସବୁଥିରେ ଅଫର ରହିଛି ଏହି ମଲରେ। ସେହିପରି ୩୦୦୦ ଟଙ୍କାର ସାମଗ୍ରୀ କ୍ରୟ କଲେ ୬୦୦ ଟଙ୍କା କ୍ୟାସବ୍ୟାକ ସହ ପେଟିଏମ୍ ବ୍ୟବହାର କରୁଥିବା ଗ୍ରାହକଙ୍କୁ ୬୦୦ ଟଙ୍କା କ୍ୟାସବ୍ୟାକର ସୁବିଧା ରହିଛି। ଏହାସହ ଏସବିଆଇର ଡ଼େବିଟ କାର୍ଡ଼ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ୧୦% କ୍ୟାସବ୍ୟକର ସୁବିଧା କରାଯାଇଛି। ଡ଼୍ରେସ ଉପରେ ୫୦% ରିହାତି ଥିବାବେଳେ ଗ୍ରୋସରୀ ଉପରେ ମଧ୍ୟ ଭଲ ରିହାତି ଥିବା ଷ୍ଟୋର କର୍ତ୍ତା କହିଛନ୍ତି। ଯାହାକୁ ନେଇ ଏହି ମଲରେ ଏବେ ଦେଖିବାକୁ ମିଳିଛି ଗ୍ରାହକଙ୍କ ଖଚାଖଚ୍ ଭିଡ଼|

   Related Posts