ଜଗତସିଂହପୁର ଶାରଳା ପୀଠରେ ମାଆଙ୍କ ଅଷ୍ଟମୀ ପୂଜା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | October 16, 2018 IST

ଜଗତସିଂହପୁର ୧୬|୧୦: ଆଜି ପୀଠରେ ମାଆଙ୍କ ଅଷ୍ଟମୀ ପୂଜା । ଜଗତସିଂହପୁର ଶାରଳା ପୀଠରେ ମାଆଙ୍କ ପୂଜାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସକାଳୁ ରୀତିନୀତି ଅନୁସାରେ ମାଆଙ୍କ ନୀତିକାନ୍ତି ସରିଛି । ମାଆଙ୍କ ଦର୍ଶନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.