ମଧୁ ଓ ବବଲି ଶାଢୀ ଖସାଇ କଲେ ହଟ ନୃତ୍ୟ,ମାଘ ମେଳା ଯାତ୍ରା ମଞ୍ଚରେ ଜଲଓ୍ୱା-ଦେଖନ୍ତୁ ଭିଡିଓ

Published By : Prameya-News7 Bureau | February 14, 2020 IST

ଭୁବନେଶ୍ୱର/ନୟାଗଡ ୧୪।୦୨- ଖଣ୍ଡଗିରିରେ ନିଷିଧ ହେବା ପରେ ଏବେ କଣ୍ଟିଲୋ ମାଘ ମେଳାରେ ଚାଲିଛି ହଟ ନୃତ୍ୟ । ଯାତ୍ରା ପେଣ୍ଡାସରେ ରାଣୀ ପଣ୍ଡାଙ୍କ ନୃତ୍ୟ ପରେ ଏବେ ମଧୁ ଓ ବବଲିଙ୍କ ଏକ ହଟ ଭିଡିଓ ଭାଇରାଲ୍‌ ହୋଇଛି । ପିଙ୍କ୍‌ ଶାଢୀରେ ଏମାନେ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ।

wp:html /wp:html

ଶୀତୁଆ ସନ୍ଧ୍ୟାରେ ଯାତ୍ରା ପରିବେଶକୁ ଏମାନଙ୍କ ନୃତ୍ୟ ବେଶ୍‌ ଉଷ୍ମ କରିଦେଇଛି । ନୃତ୍ୟ ମଝିରେ ଜଣେ ନର୍ତ୍ତକୀ ଶାଢୀକୁ ଅଧା ଖସାଇ ନୃତ୍ୟ କରିଥିବା ଦେଖିବାକୁ ମିଳିଛି । ଏହି ମଞ୍ଚରେ ରାଣୀ ପଣ୍ଡା ମଧ୍ୟ ନୃତ୍ୟ କରିଥିଲେ ।

{"id":224424,"sizeSlug":"large"}

କିଏ ଡାକେ ରାଖି କିଏ ଡାକେ ସନ୍ନି ଗୀତର ତାଳେ ତାଳେ ହଳିଦିଆ କପଡା ପିନ୍ଧି ନିଜ ସହ ଦର୍ଶକଙ୍କୁ ଝୁମାଇଥିଲେ ରାଣୀ । ଏବେ ଏହାର ଭିଡିଓ ଭାଇରାଲ୍‌ ହୋଇଛି ।

{"id":224425,"sizeSlug":"large"}

ମଞ୍ଚ ଉପେ ମଧୁ ଓ ବବଲି ବିଭିନ୍ନ ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ । କମର ଲଚକାଇ ବିଭିନ୍ନ ଭାବ ଭଙ୍ଗୀରେ ଏମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଦର୍ଶକମାନେ ବି ଏମାନଙ୍କୁ ଚିଲାଇ ହୋ ହହଲ୍ଲା କରି ଉତ୍ସାହିତ କରିଥିଲେ ।

{"id":224426,"sizeSlug":"large"}

ଖଣ୍ଡଗିରିରେ ନିଷେଧ ହେବା ପରେ ଏବେ କଣ୍ଟିଲୋ ମେଳାରେ ଦର୍ଶକମାନଙ୍କୁ ଏପରି ରୋଚକ ନୃତ୍ୟ ଦେଖିବାକୁ ମିଳୁଛି । ଏଥିରେ ନୃତ୍ୟ ବେଳେ କଳାକାର ବିଭିନ୍ନ ହଟ ଭାବ ଭଙ୍ଗିରେ ନୃତ୍ୟ ପରିବେଷଣ କରିଛନ୍ତି ।

{"id":224427,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.