Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ମଧୁ ଓ ବବଲି ଶାଢୀ ଖସାଇ କଲେ ହଟ ନୃତ୍ୟ,ମାଘ ମେଳା ଯାତ୍ରା ମଞ୍ଚରେ ଜଲଓ୍ୱା-ଦେଖନ୍ତୁ ଭିଡିଓ

14/02/2020 at 6:30 PM

ଭୁବନେଶ୍ୱର/ନୟାଗଡ ୧୪।୦୨- ଖଣ୍ଡଗିରିରେ ନିଷିଧ ହେବା ପରେ ଏବେ କଣ୍ଟିଲୋ ମାଘ ମେଳାରେ ଚାଲିଛି ହଟ ନୃତ୍ୟ । ଯାତ୍ରା ପେଣ୍ଡାସରେ ରାଣୀ ପଣ୍ଡାଙ୍କ ନୃତ୍ୟ ପରେ ଏବେ ମଧୁ ଓ ବବଲିଙ୍କ ଏକ ହଟ ଭିଡିଓ ଭାଇରାଲ୍‌ ହୋଇଛି । ପିଙ୍କ୍‌ ଶାଢୀରେ ଏମାନେ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ।

ଶୀତୁଆ ସନ୍ଧ୍ୟାରେ ଯାତ୍ରା ପରିବେଶକୁ ଏମାନଙ୍କ ନୃତ୍ୟ ବେଶ୍‌ ଉଷ୍ମ କରିଦେଇଛି । ନୃତ୍ୟ ମଝିରେ ଜଣେ ନର୍ତ୍ତକୀ ଶାଢୀକୁ ଅଧା ଖସାଇ ନୃତ୍ୟ କରିଥିବା ଦେଖିବାକୁ ମିଳିଛି । ଏହି ମଞ୍ଚରେ ରାଣୀ ପଣ୍ଡା ମଧ୍ୟ ନୃତ୍ୟ କରିଥିଲେ ।

କିଏ ଡାକେ ରାଖି କିଏ ଡାକେ ସନ୍ନି ଗୀତର ତାଳେ ତାଳେ ହଳିଦିଆ କପଡା ପିନ୍ଧି ନିଜ ସହ ଦର୍ଶକଙ୍କୁ ଝୁମାଇଥିଲେ ରାଣୀ । ଏବେ ଏହାର ଭିଡିଓ ଭାଇରାଲ୍‌ ହୋଇଛି ।

ମଞ୍ଚ ଉପେ ମଧୁ ଓ ବବଲି ବିଭିନ୍ନ ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ । କମର ଲଚକାଇ ବିଭିନ୍ନ ଭାବ ଭଙ୍ଗୀରେ ଏମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଦର୍ଶକମାନେ ବି ଏମାନଙ୍କୁ ଚିଲାଇ ହୋ ହହଲ୍ଲା କରି ଉତ୍ସାହିତ କରିଥିଲେ ।

ଖଣ୍ଡଗିରିରେ ନିଷେଧ ହେବା ପରେ ଏବେ କଣ୍ଟିଲୋ ମେଳାରେ ଦର୍ଶକମାନଙ୍କୁ ଏପରି ରୋଚକ ନୃତ୍ୟ ଦେଖିବାକୁ ମିଳୁଛି । ଏଥିରେ ନୃତ୍ୟ ବେଳେ କଳାକାର ବିଭିନ୍ନ ହଟ ଭାବ ଭଙ୍ଗିରେ ନୃତ୍ୟ ପରିବେଷଣ କରିଛନ୍ତି ।

   Related Posts