Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

2/05/2021 at 1:03 PM

କନ୍ଧମାଳ, ୦୨|୦୫: ବିପୁଳ ପରିମାଣର ବିଦଶୀ ମଦ ଜବତ । ଅବକାରୀ ଓ ପୋଲିସ  ମିଳିତ ଚଡାଉ କରି ରବିବାର ୬୦ ଲିଟର ବିଦେଶୀ ମଦ  ଜବତକରିଛନ୍ତି  ।

ରବିବାର  ସକାଳୁ ଖବର ପାଇ ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ମିଳିତ ଭାବେ  ମେଡିକାଲଛକର ମାତୃ ଶକ୍ତି ଅଣ୍ଡା ଦୋକାନର ମାଲିକ ଭିକାରୀ ସୁବୁଦ୍ଧିଙ୍କ ଘରେ ମିଳିତ ଚଢଉ କରିଥିଲେ । ଚଡଉ ବେଳେ ଘରୁ ୧୦ ପେଟି ବିଦେଶୀ ମଦ ଜବତ କରାଯାଇଥିଲା ।

 ଏହାର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବବୋଲି ଅବକାରୀ ବିଭାଗ କହିଛି । ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ  ଭିକାରୀ ସୁବୁଦ୍ଧିଙ୍କୁ ଗିରଫ କରିଛି । ସଟ ଡାଉନର ସୁଯୋଗରେ ଅଧିକା ଦର ରେ ବିଦେଶୀ ମଦ ବେଆଇନ ଭାବେ ମହଜୁଦ ରଖି ବିକ୍ରି କରୁଥିବା ନେଇ ଅଭିଯୋଗ ପାଇ ଅବକାରୀ ଓ ପୋଲିସ ମିଶି ଚଢ଼ାଉ କରିଥିଲେ  ।

   Related Posts