Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଛାଡ ହେବ ମଦ ଦୋକାନୀଙ୍କ ଲାଇସେନ୍ସ ଫି, କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

22/05/2021 at 11:38 AM

ଭୁବନେଶ୍ୱର,୨୨/୦୫: ରାଜ୍ୟର ମଦ ଦୋକାନୀଙ୍କୁ ସରକାର ଅନୁକମ୍ପା ଦେଖାଇଛନ୍ତି । ସେମାନଙ୍କ ଲାଇସେନ୍ସ ଫି’ ଛାଡ଼ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଗତବର୍ଷ କରୋନା ଯୋଗୁଁ ଅବକାରୀ ବିଭାଗ ଅଧୀନ ଠିପିଖୋଲା ମଦଦୋକାନ ଏକରକମ ବନ୍ଦ ଥିଲା । ଜୁନରୁ ଡିସେମ୍ବର ୨୦୨୦ ଯାଏ ଅଧିକାଂଶ ଲାଇସେନ୍ସ ଦେୟ ଦେଇନଥିଲେ । ଅଧିକାଂଶ ଦୋକାନୀ ଦେୟ ଭରଣା ପାଇଁ ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣର ମଦ ଉଠାଇପାରିନଥିଲେ । ତେଣୁ ହୋଟେଲ ଓ ରେସ୍ତୋରାଁ ସଂଘ ସରକାରଙ୍କୁ ଲାଇସେନ୍ସ ଫି ଛାଡ଼ କରିବାକୁ ଅନୁରୋଧ କରିଥିଲା ।

ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର କିଛି ପରିମାଣର ଲାଇସେନ୍ସ ଫି ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ୬୧୩ ଠିପି ଖୋଲା ମଦ ଦୋକାନ ମଧ୍ୟରୁ ୩୬୪ ଜଣ ପଟ୍ଟାଦାର ଏ ଲାଭ ପାଇବେ । ଏହାଛଡ଼ା ୮୭ ଭାଙ୍ଗ ଦୋକାନ, ୬୫ ତାଡ଼ି ଓ ୬ ପୋଚ ଦୋକାନି ମଧ୍ୟ ଲାଇସେନସ୍‌ ଫି ଛାଡ଼ ପାଇବେ ।

ରେଙ୍ଗାଲି ବାମପାଶ୍ୱର୍ କେନାଲର ୧୦୦.୪୯୦ କିମିରୁ ୧୦୭.୫୦୦ କିମି ଯାଏ ମୁଖ୍ୟ କେନାଲ ଓ ଏହାର ଷ୍ଟ୍ରକଚର ନିର୍ମାଣ ପାଇଁ ୨୪୭.୧୪ କୋଟିର ଟେଣ୍ଡର କ୍ୟାବିନେଟ୍‌ ଅନୁମୋଦନ ପାଇଛି । ଏହାଦ୍ୱାରା ଢ଼େଙ୍କାନାଳ, ଯାଜପୁର, କେନ୍ଦୁଝର ଜିଲ୍ଲାର ୩୯୪୧୫.୯୪ ହେକ୍ଟର ଜମିକୁ ସେଚ ମିଳିବ । ୨୦୨୩ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପର ନିର୍ମାଣ କାମ ସରିବ । ଓଡ଼ିଶା ରାଜ୍ୟ ଆଇନ ସେବା ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀରେ ମଧ୍ୟ ସଂଶୋଧନ କରାଯାଇଛି ।

   Related Posts