ସୁନିଆ ଦ୍ଵାଦଶୀରେ ମା' ଦୁର୍ଗା ମାଟି ଉଠାଣ, ବେଦ ଓ ମନ୍ତ୍ରରେ କମ୍ପିଲା ପରିବେଶ

Published By : Prameya-News7 Bureau | September 18, 2021 IST

ଚଣ୍ଡିଖୋଲ ୧୮/୦୯: ଯାଜପୁର ବଡ଼ଚଣା ବ୍ଲକ ଚଣ୍ଡିଖୋଲ ପୂଜା କମିଟି ପକ୍ଷରୁ ମାଆ ଦୁର୍ଗା ମାଟି ଉଠାଣ ହୋଇଛି । ପ୍ରବିତ୍ର ସୁନିଆ ଦ୍ଵାଦଶୀ ଅବସରରେ କମିଟି ପକ୍ଷରୁ ସମସ୍ତ ସଭ୍ୟ ଉପସ୍ଥିତରେ ମାଟି ଉଠାଣ କରାଯାଇଥିଲା ଥିଲା ।

ବାଜା, ସଂକୀର୍ତ୍ତନ କରାଯାଇ ଥିବାବେଳେ ପଣ୍ଡିତ ବେଦ ମନ୍ତ୍ର ସମସ୍ତକୁ ଆଧ୍ୟତ୍ମିକ ଭାବନା ବାନ୍ଧି ହୋଇଥିଲେ । ଏହି ପୂଜା ପ୍ରାୟ ୪୬ ବର୍ଷ ଧରି ଶୁଛାର ଭାବେ କାର୍ଯ୍ୟ କରିଥି ଲା ବେଳେ ଆଗାମୀ ଦିନରେ କରନା କଟକଣା କୁ ଲକ୍ଷ୍ୟ ରଖି ଓ ଜିଲ୍ଲା ପ୍ରଶାସନ ନିଆମ ମନି ପୂଜା କରାଯିବ ବୋଲି ସଭାପତି ମତ ପ୍ରକାଶ କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.