Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ମାଆ ଦୁର୍ଗାଙ୍କ ଭସାଣୀ ଉତ୍ସବ ପାଇଁ ବ୍ରହ୍ମପୁର ସହରରେ ବ୍ୟାପକ ପ୍ରସ୍ତୁତି

21/10/2018 at 5:17 PM

ବ୍ରହ୍ମପୁର ୨୧|୧୦: ଧରାପୃଷ୍ଠକୁ ଅବତରଣ କରିଥିଲେ ଜଗତ୍ ଜନନୀ ମାଆ ଦୁର୍ଗା। ବିଭିନ୍ନ ପୂଜା ମଣ୍ଡପରେ ମାଆ ପୂଜା ପାଉଥିଲେ । ସବୁଠି ଲାଗିଥିଲା ଗହଳ ଚହଳ। ପୁରା ବ୍ରହ୍ମପୁର ସହର ଉତ୍ସବମୁଖର ହୋଇପଡିଥିଲା। ଚାରିଆଡେ ହସ, ଖୁସି, ଆନନ୍ଦର ମାହୋଲ୍ ଥିଲା। ହେଲେ ଆଜି ସମସ୍ତଙ୍କ ମନ ଟିକେ ଦୁଃଖିତ ହୋଇପଡିଛି। କାହିଁକି ନା ଆଉ କିଛି ସମୟ ପରେ ମାଆ ନେବେ ବିଦାୟ। ମେଲାଣି ପାଇଁ ସହରବାସୀ ପ୍ରସ୍ତୁତ ହୋଇଛନ୍ତି।

   Related Posts