Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଏମ.ଏସ.ଧୋନିଙ୍କ ପ୍ରଶଂସକ ନିଜ କାର ନମ୍ବର ପ୍ଲେଟରେ ଲେଖିଲେ ଧୋନିଙ୍କ ନାଁ

22/12/2018 at 11:44 AM

ଲସ ଏଁଜେଲଶ ୨୨/୧୨ : ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଅଛନ୍ତି | ତାଙ୍କ ପ୍ରଶଂସକ ତାଙ୍କୁ ପାଗଳଙ୍କ ଭଳି ଭଲ ପାଉଥିବା ଦେଖିବାକୁ ମିଳିଛି | ଆମେରିକା ଲସ ଏଁଜେଲଶଠାରେ ଜଣକ କାରର ନମ୍ବର ପ୍ଲେଟରେ ଏମ.ଏସ.ଧୋନି ଲେଖା ହୋଇଥିବା ଦେଖିବାକୁ ମିଳିଛି | ପ୍ରଶଂସକ ଜଣକ ନିଜ କାରର ଫଟୋ ଉଠାଇ ଚେନ୍ନାଇ ସୁପରକିଙ୍ଗସକୁ ତ୍ୟାଗ କରି ଟ୍ୱିଟରରେ ପୋଷ୍ଟ କରିଛନ୍ତି | ଫଟୋ ଦେଖି ଚେନ୍ନାଇ ସୁପରକିଙ୍ଗସ ତାଙ୍କୁ ରିଟ୍ୱିଟ କରିଥିଲେ |


ପ୍ରଶଂସକ ଟ୍ୱିଟରରେ ଲେଖିଥିଲେ ଯେ, ସେହି କାରଟି ଯାହାର ସେ ନିଶ୍ଚିତ ଭାବେ ଧୋନିଙ୍କ ବଡ ପ୍ରଶଂସକ | ତାଙ୍କର ଜଣେ ସାଙ୍ଗ ଏହି କାରର ଫଟୋ ଉଠେଇଛନ୍ତି ବୋଲି ସେ ଟ୍ୱିଟ କରିଥିଲେ |


୩୭ ବର୍ଷ ବୟସ୍କ ଧୋନିଙ୍କ ଅଧିନାୟକତ୍ୱରେ ଚଳିତ ବର୍ଷ ଚେନ୍ନାଇ ତୃତୀୟ ଥର ପାଇଁ ଆଇପିଏଲ ବିଜେତା ହୋଇଥିଲା | ସୂଚନାଯୋଗ୍ୟ ଯେ, ଆସନ୍ତା ଟି-ଟ୍ୱେଣ୍ଟି ଲିଗ ମ୍ୟାଚ୍ରେ ଧୋନି ଚେନ୍ନାଇ ଟିମ୍କୁ ଲିଡ଼ କରିବେ |

   Related Posts