Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗୋଟିଏ ରାତିରେ ୨ଟି ଘରୁ ଲୁଟ୍, ନେଇଗଲେ ୬ ଭରି ସୁନା ଓ ଲକ୍ଷାଧିକ ଟଙ୍କା

12/04/2021 at 12:01 PM

ଢେଙ୍କାନାଳ,୧୨/୦୪ : ଗୋଟିଏ ରାତିରେ ଦୁଇ ଦୁଇଟି ଘରୁ ଲୁଟ୍ । ଲୁଟେରାମାନେ ରବିବାର ବିଳମ୍ବିତ ରାତ୍ରରେ ୨ଟି ଘରେ କଳାକନା ବୁଲାଇଛନ୍ତି । ଏହାସହ ପ୍ରାୟ ୬ ଭରି ସୁନା ଅଳଙ୍କାର ଲୁଟ୍ କରିଛନ୍ତି ।  ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଲତାବିଲ ଗ୍ରାମରେ ।

ଗ୍ରାମର  ଭୋଳେଶ୍ବର ସାହୁଙ୍କ ଘରୁ ଲୁଟେରାମାନେ ଆଲମିରା ଭାଙ୍ଗି ଏକ ଲକ୍ଷ ଟଙ୍କା ସହି ଛଅ ଭରି ସୁନା ଲୁଟିନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେହିପରି ଉକ୍ତ ସାହିର ଚୁଗୁଲି ବାହାଲିଆଙ୍କ ଘରୁ ଚାଳିଶ ହଜାର ଟଙ୍କା ଓ ବହି ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟିନେଇଛନ୍ତି ।

ସୋମବାର ସକାଳେ  ଚୋରି କରି ନେଇଥିବା ଆଟାଚି ସହିତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଖ ବିଲରେ ପଡିଥିବା ଦେଖିବାକୁ ମିଳିଛି। ଦୁଇ ପରିବାର ଭୁବନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ ଲୁଟର କୌଣସି ସୁରାକ ପୋଲିସ ପାଇଁ ପାରିନାହିଁ । ଗୋଟିଏ ରାତିରେ ଏପରି ଦୁଇ ଦୁଇଟି ଲୂଟ ଘଟଣାରେ  ଭୁବନ ଅଞ୍ଚଳବାସୀ ନିଜ ଧନ ସମ୍ପତ୍ତି ସୁରକ୍ଷା ନେଇ ଆଶଙ୍କାରେ ପଡି ଯାଇଛନ୍ତି ।

   Related Posts