Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

କମିଲା ରନ୍ଧନ ଗ୍ୟାସ (ଏଲପିଜି) ଦର : ସବସିଡିରେ ୫ ଟଙ୍କା ୯୧ ପଇସା ଓ ଅଣସବସିଡିରେ ୧୨୦ଟଙ୍କା ୫୦ ପଇସା

31/12/2018 at 9:03 PM

ନୂଆଦିଲ୍ଲୀ ୩୧/୧୨: କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ଦର ହ୍ରାସ କରିଛନ୍ତି । ବର୍ଷର ଶେଷ ଦିନରେ ସରକାର ସବସିଡି ଏପିଜି ସିଲିଣ୍ଡର ଉପରେ ୫ଟଙ୍କା ୯୧ ପଇସା ଓ ଅଣସବସିଡି ସିଲିଣ୍ଡର ଉପରେ ୧୨୦ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି । ଇଣ୍ଡିଆନ ଅଏଲ କର୍ପୋରେସନ ଅନୁସାରେ ଆଜି ରାତି ୧୨ଟା ପରେ ଏହି ନୂଆ ଦର ଲାଗୁ ହେବ ।

ସୂଚନାଯୋଗ୍ୟ ଯେ, ଡିସେମ୍ୱର ୧ ତାରିଖରେ ସବସିଡି ଯୁକ୍ତ ସିଲିଣ୍ଡର ଉପରେ ୬ ଟଙ୍କା ୫୨ ପଇସା ହ୍ରାସ ହୋଇଥିଲା । ଆଇଓସିଏଲ ସୁତ୍ରରୁ ପ୍ରକାଶ ଯେ, ମୁଦ୍ରା ବିନିମୟ ସ୍ଥିତିରେ ଉନ୍ନତି ଓ ଆନ୍ତର୍ଯାତିକ ବଜାରରେ ତୈଳ ଦର ହ୍ରାସ କାରଣରୁ ଏହି ଦର ହ୍ରାସ ସମ୍ଭବ ହୋଇଛି ।

   Related Posts