୫ ତାରିଖରେ ଆଉ ଏକ ଲଘୁଚାପ : ଉତ୍ତର ଓଡିଶାରେ କାଚିବ
3/09/2018 at 3:35 PM

ଭୁବନେଶ୍ବର ୩|୮: ଆସନ୍ତା୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ ।ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସମ୍ଭାବନା ରହିଛି।ଏହାର ପ୍ରଭାବରେ ଆସନ୍ତା ୫ ରୁ ୭ ତାରିଖ ମଧ୍ୟରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷାର ବିଶେଷ ପ୍ରଭାବ ନାହିଁ ।ଆଜି ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି।ଗତ ୨୪ ଘଣ୍ଟା ମଧ୍ୟରେ ବେତନଟୀରେ ସର୍ବାଧିକ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
Related Posts
ବରକୁ ନେଇ ଛୁ ମାରିଲା ଘୋଡା
18 May 2022