Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ପ୍ରେମର ସ୍ବୀକୃତି ନପାଇବାରୁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

16/06/2019 at 9:02 AM

ଅନୁଗୋଳ ୧୬/୬: ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କୋଠଭୂଇଁ ପଞ୍ଚାୟତ କମୁରୀ ଗ୍ରାମରେ ଆଜି ସକାଳେ ଡଲାସିଂହା ଗ୍ରାମର ପୁଅ )ବିବାହିତ ମଧୁ ସାହୁ(୩୦ ଓ କୋଠଭୂଇଁ ଗ୍ରାମର ବୋହୂ ଶାନ୍ତିଲତା ପ୍ରଧାନ (୨୭)ବି ପ୍ରେମର ସ୍ବୀକୃତି ନପାଇବାରୁ କୁମୁରୀ ଗାଁର ଏକ ଆମ୍ବ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଦୁହେଁ ଗୋଟିଏ ବର୍ଷ ହେବ ଘର ଛାଡ଼ି ଅନ୍ୟତ୍ର ରହୁଥିଲେ। ତେବେ ଆଜି ତାଙ୍କର ମୃତଦେହ ଏକ ଆମ୍ବ ଗଛରେ ଝୁଲୁଥିବା ଗ୍ରାମବାସୀ ଦେଖି ଥିଲେ। ପରେ ପୁରୁଣାକୋଟ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି।

   Related Posts