ପ୍ରେମିକ ଘର ଆଗରେ ଜଳିଗଲା ପ୍ରେମିକା
17/08/2018 at 7:34 PM

ପ୍ରେମିକ ଘର ଆଗରେ ଜଳିଗଲା ପ୍ରେମିକା । ଏଭଲି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଅଚଂଳରେ । ଅଭିଯୁକ୍ତ ପ୍ରେମିକ ଅମିତ ଯାଦବ ଫେରାର ଥିବା ବେଳେ ତାର ବାପା-ମାଙ୍କୁ ପୋଲିସ ଅଟକ ରଖିଛି
Related Posts
ଶିକାର କରିବାକୁ ଯାଇ ଶିକାରୀ ଗିରଫ, ଖସିଗଲେ ଆଉ ୩ ଜଣ
12 April 2021