ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ପ୍ରେମିକାର ଜିଦ ଆଗରେ ହାର ମାନିଲା ପ୍ରେମିକ

18/08/2018 at 5:45 AM

ଅନୁଗୁଳ୧୮/୮: ଦୀର୍ଘ ୪ବର୍ଷର ଅପେକ୍ଷା ପରେ ମୁଣ୍ଡରେ ସିନ୍ଦୁର ପିନ୍ଧିଛନ୍ତି ଲିଚୁ। ଏମିତି ଘଟଣା ଘଟିଛି ଛେଣ୍ଡିପଦା ଅଞ୍ଚଳରେ। ଗୁହିରା ପଶି ଗାଁର ପ୍ରତାପ କୁଦୁଇ(୨୪) ଏବଂ ଛୋଟ ଗୋଳାଗାଡ଼ିଆ ଗାଁର ଲିଚୁ ବାଘ ମଧ୍ୟରେ ୪ ବର୍ଷ ତଳୁ ପ୍ରେମ ସମ୍ପର୍କ ବଢ଼ିଥିଲା। କିନ୍ତୁ ପ୍ରେମିକ ବିଭିନ୍ନ ଆଳ ଦେଖାଇ ବିବାହ କରିବାକୁ ମନା କରୁଥିଲା। ଏଥିପାଇଁ ଅନେକବାର ଗାଁରେ ପଂଚାୟତ ବସିଛି। କିନ୍ତୁ ଫଳ ଶୂନ। ଶେଷରେ ପ୍ରେମିକା ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହେଲେ। ଥାନା ଅଧିକାରୀ ଆଉ ସ୍ଥାନୀୟ ଲୋକଙ୍କ ଦୀର୍ଘ ସମୟ ବୁଝାସୁଝା ପରେ ପ୍ରେମିକ ରାଜି ହେଲେ ବାହାଘର ପାଇଁ। ଶେଷରେ ନିରାଡ଼ମ୍ବର ରେ ଛେଣ୍ଡିପଦା ଜଗନ୍ନାଥ ମନ୍ଦିରରେ ପ୍ରତାପ ଲିଚୁକୁ ସିନ୍ଦୁର ଲଗାଇଛି। ଏହି ଘଟଣାକୁ ଛେଣ୍ଡିପଦା ବାସୀ ପ୍ରତାପ ଆଉ ଥାନାଅଧିକାରୀଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି।

   Related Posts