Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ନାଆଁ ଆରମ୍ଭରେ ଏହିସବୁ ଅକ୍ଷର ଥିବା ଝିଅଙ୍କୁ ଭଲ ପାଆନ୍ତୁ, ସାରା ଜୀବନ ତମର ହୋଇ ରହିବେ

29/01/2019 at 7:07 PM

ଆଜି ଆମେ ସେହି ଝିଅଙ୍କ ବାବଦରେ କହିବୁ, ଯିଏ ଥରେ ଭଲପାଇଲେ ମାନେ ଆଉ କାହାକୁ ଜାନ ଦେବାକୁ ଚାହିଁବେ ନାହିଁ । ସଚ୍ଚାଭାବରେ ଭଲପାଇବା ସହିତ ବିବାହ ମଧ୍ୟ କରିବେ । ଜୀବନରେ ଗୋଟିଏ ପୁରୁଷର ମୁହଁ ଚାହିଁ ସାରାଜୀବନ କାଟିବେ । ଆସନ୍ତୁ ଜାଣିବା ସେହି ଝିଅମାନଙ୍କ ସଂପର୍କରେ, ଯେଉଁମାନେ କେବଳ ଗୋଟିଏ ପୁରୁଷର ସାନ୍ନିଧ୍ୟରେ ହିଁ ବଂଚିଥାନ୍ତି ।

ଆସନ୍ତୁ ଜାଣିବା ପ୍ରଥମରେ କେଉଁ ଅକ୍ଷରର ଥିବା ଝିଅମାନେ ଗୋଟିଏ ପୁଅଙ୍କୁ ଭଲ ପାଇଥାନ୍ତି ଓ ବିବାହ କରନ୍ତି ।

A,N ଓ I ନାଆଁର ପ୍ରଥମ ଅକ୍ଷର ଥିବା ଝିଅମାନେ କେବଳ ଜଣେ ପୁଅକୁ ହିଁ ଭଲପାଇଥାନ୍ତି । ସେମାନେ ସାରା ଜୀବନ ବିଶ୍ଵସ୍ତ ହୋଇ ରହିଥାନ୍ତି । ସେମାନେ ଜୀବନରେ କେବେ ପରପୁରୁଷର ମୁହଁ ଚାହିଁ ନଥାନ୍ତି । ନାଆଁର ଆରମ୍ଭରେ ପ୍ରଥମ ଅକ୍ଷରଥିବା ଝିଅମାନେ ଜୀବନସାଥୀରୂପେ ମିଳିଲେ ଆହୁରି ବଢ଼ିଆ । ସେମାନେ ସବୁଦିନ ନିଜର କରି ରଖିପାରିବେ । ପୁରୁଷ ସହିତ ବିଶ୍ଵସ୍ତ ହୋଇ ରହିବାକୁ ପସନ୍ଦ କରିବେ ।  ପ୍ରଥମରେ ଏହିସବୁ ଅକ୍ଷର ଥିବା  ଝିଅମାନେ କେବଳ ଦେଇପାରିବେ ପ୍ରେମ ଖାଲି ପ୍ରେମ । ଏମାନେ ଆଦୌ ପରକୀୟାକୁ ପସନ୍ଦ କରିବେ ନାହିଁ । ତା ହେଲେ ଆପଣଙ୍କର କେହି ଏହି ନାଆଁରେ ଥିବେ ଯଦି ଜୀବନ ସାଥୀ ଡ଼େରି ନ କରି ବିବାହ କରିଯାନ୍ତୁ, ବୈବାହିକ ଜୀବନ ହେବ ସୁଖକର ।

 

G ଓ A ଅକ୍ଷର ନାଁର ଆରମ୍ଭରୁ ଥିଲେ, ଯଦି ନାଆଁ ଦୁଇ ଅକ୍ଷର ବିଶିଷ୍ଟ ହୋଇଥିବ ତା ହେଲେ ଆପଣ ଜଣେ ଭଲ ପ୍ରେମିକା କିମ୍ବା ପତ୍ନୀ ପାଇଲେ ବୋଲି ଜାଣିବେ । ଏହି ଅକ୍ଷରର ଝିଅମାନେ ସ୍ବାମୀ କିମ୍ବା ପ୍ରେମିକା ସହ ସବୁଦିନ ବିଶ୍ବାସଭାଜନ ହୋଇ ରହିପାରିବେ । ଜୀବନସାରା ସାଥୀହୋଇ ବାଟ ଚାଲିବାକୁ କେବେ ବି ପଛେଇଯିବେ ନାହିଁ । ଏହି ଅକ୍ଷରର ଝିଅମାନେ ଚାହିଁବେ ତାଙ୍କ ସ୍ବାମୀ ହିଁ ପୃଥିବୀର ସର୍ବଶ୍ରେଷ୍ଠ ପୁରୁଷ, ତାଙ୍କ ବ୍ୟତୀତ ସୁନ୍ଦର ଓ ଗୁଣବାନ ଆଉ କେହି ଦୁନିଆରେ ନାହାଁନ୍ତି ।

ତା ହେଲେ ଆପଣ ଯଦି ଏହି ଅକ୍ଷରର ଝିଅମାନଙ୍କୁ ଭଲ ପାଉଛନ୍ତି, ତାହେଲେ କାଳବିଳମ୍ବ ନ କରି କରିଯାଆନ୍ତୁ ବିବାହ ।  ତା ହେଲେ ସାରାଜୀବନ ଆପଣଙ୍କର ଖୁସିରେ ବିତିପାରିବ ।

   Related Posts