Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଆଜିଠାରୁ ଅଢ଼େଉ ବର୍ଷ ପର୍ଯ୍ୟନ୍ତ ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପାଦୃଷ୍ଟି : ହେବ ଧନ ବର୍ଷା

7/07/2019 at 1:00 PM

ଭୁବନେଶ୍ୱର ୭/୭ : ଆଜିଠାରୁ ଅଢେଇ ବର୍ଷ ପର୍ଯ୍ୟନ୍ତ ଏହି ୩ଟି ରାଶି ଉପରେ ଶନିଦେବଙ୍କ କୃପା ରହିବ । ଯାହାଫଳରେ ଏହି ୩ ରାଶି ବ୍ୟକ୍ତିଙ୍କ ଉପରେ ଧନ ବର୍ଷା ହେବ । ଆସନ୍ତୁ ଜାଣିବା ସେ ରାଶି ୩ଟି କେଉଁଟି :

କର୍କଟ ରାଶି – କର୍କଟ ରାଶି ପାଇଁ ଆଜିର ଦିନ ଶୁଭ ଫଳଦାୟୀ । ବ୍ୟବସାୟରେ ଧନ ଲାଭ ହେବ । ଚାକିରିଆଙ୍କ ପାଇଁ ମଧ୍ୟ ଶୁଭ ଫଳଦାୟୀ ରହିବ । ଚାକିରିଆଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି । ସମାଜରେ ମାନସମ୍ମାନ ବୃଦ୍ଧି ହେବ । କୌଣସି ଧାର୍ମିକ ସ୍ଥଳ ଯାତ୍ରା କରିପାରନ୍ତି । ବହୁ ଦିନ ପୂର୍ବରୁ ଚାଲିଥିବା ଆଇନଗତ ବିବାଦ ଶେଷ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ପାଇବେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ମଧ୍ୟମ ଧରଣର ରହିବ ।

ସିଂହ ରାଶି – ଶନିଦେବଙ୍କ କୃପାରୁ ଆପଣଙ୍କୁ ପରିଶ୍ରମର ଅନୁରୂପ ଫଳ ମିଳିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ଭଲ ରହିବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବାରେ ବିଳମ୍ବ ହେବା ଯୋଗୁଁ ନିରାଶ ହୋଇପାରନ୍ତି । ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ବଢିବା ଏବଂ ଏହା ଲଭଦାୟୀ ପ୍ରମାଣିତ ହେବ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଅଟକି ରହିଥିବା ଧନ ମିଳିବାର ସମ୍ଭାବନା ରହିଛି ।

କନ୍ୟା ରାଶି – ମହତ୍ଵପୁର୍ଣ କାର୍ଯ୍ୟ କରିବା ପାଇଁ ବଡ ବଡ ଯୋଜନା କରିବେ ଏବଂ ସଫଳତା ମଧ୍ୟ ପାଇବେ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । କୌଣସି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିପାରନ୍ତି । ପରିବାର ଏବଂ ବନ୍ଧୁଙ୍କ ସହିତ ଭଲ ସମୟ ବିତାଇବେ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ କାଟିବ । ଘରେ ଧାର୍ମିକ ଏବଂ ମାଙ୍ଗଳିକ ଆୟୋଜନ ହେବାର ସମ୍ଭାବନା ରହିଛି ।  

   Related Posts