Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରାଜଧାନୀରୁ ପୁଣି ଏକ କାର୍ ଲୁଟ୍, ଡ୍ରାଇଭର ସହ କାର୍ ଲୁଟିନେଲେ ଲୁଟେରା

11/06/2019 at 11:57 AM

ଭୁବନେଶ୍ବର ୧୧|୬: ରାଜଧାନୀରୁ ପୁଣି ଏକ କାର୍ ଲୁଟ୍ । ଜୟଦେବ ବାଟିକା ନିକଟରୁ ଡ୍ରାଇଭର ସହ କାର୍ ଲୁଟିନେଲେ ୪ ଲୁଟେରା । କଟକ ରୋଡ୍ ରେ ଡ୍ରାଇଭରକୁ ଫିଙ୍ଗି ଦେଇ କାର୍ ନେଇ ଛୁ ମାରିଛନ୍ତି । ରବିବାର ମଧ୍ୟ ରାତ୍ରରେ ଏଭଳି ଘଟଣା ଘଟିଛି । ଗତକାଲି ରାତିରେ କାର୍ ଫେରାଇବାକୁ ଡ୍ରାଇଭର ମାଲିକଙ୍କ ଘରକୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି । ଖଣ୍ଡଗିରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

   Related Posts