Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପୋଲିସ କବ୍‌ଜାରେ ତିନି ଲୁଟେରା, ୧୫ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ

30/06/2021 at 1:26 PM

ଭଦ୍ରକ ୩୦।୦୬: ଚାରିଆଡ଼େ କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ହୋଇଛି । କିନ୍ତୁ ଲୁଟେରାମାନେ ଏହାର ସୁଯୋଗ ନେଇ କରିଚାଲିଛନ୍ତି ଲୁଟ୍‌ । ଗ୍ରାମାଞ୍ଚଳରେ ମଦ ଗଞ୍ଜେଇ ଓ ବ୍ରାଉନ୍‌ସୁଗାର କାରବାର ସାଙ୍ଗକୁ ପ୍ରତିଦିନ ଚୋରି ଘଟଣା ବଢିବାରେ ଲାଗିଛି ।

ଖବର ଅନୁଯାୟୀ,  ବିଶେଷ ସୁତ୍ରରୁ ପୋଲିସ ଖବର ପାଇ  ଜାତୀୟ ରାଜପଥ ଧାମନଗର ଛକ ନିକଟରେ ଏକ ବୋଲେରୋ ଗାଡ଼ିକୁ ପୋଲିସ ଅଟକାଇ ଥିଲା । ଗାଡ଼ିକୁ ଯାଞ୍ଚ ସମୟରେ ପ୍ରାୟ ୧୫ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ ଟାଓ୍ୱାରରେ ବ୍ୟବହାର ହେଉଥିବା ମୁଲ୍ୟବାନ ସାମଗ୍ରୀ ଜବତ ହୋଇଛି । ଏହା ସହ ଧାମନଗର ପୋଲିସ ତିନିଜଣ ଲୁଟେରା ଙ୍କୁ ଗିରଫ କରିଛି । ମୋବାଇଲ ଟାଓ୍ୱାରରୁ ବିଭିନ୍ନ ଯନ୍ତ୍ରାଂଶ ଲୁଟ୍‌ କରୁଥିବା ଅଭିଯୋଗର ଗିରଫ କରିଛି ପୋଲିସ । ଲୁଟେରା ମାନେ ଧାମନଗର ଅଞ୍ଚଳର ବୋଲି ଜଣାପଡିଛି ।

   Related Posts